From de0db991e70385acee6bec418c7f0a72e147f20e Mon Sep 17 00:00:00 2001 From: "tc@google.com" Date: Thu, 13 Nov 2008 22:32:10 +0000 Subject: Update strings and add 8 new Indic languages Review URL: http://codereview.chromium.org/10704 git-svn-id: svn://svn.chromium.org/chrome/trunk/src@5395 0039d316-1c4b-4281-b951-d872f2087c98 --- chrome/app/resources/generated_resources_or.xtb | 704 ++++++++++++++++++++++++ 1 file changed, 704 insertions(+) create mode 100644 chrome/app/resources/generated_resources_or.xtb (limited to 'chrome/app/resources/generated_resources_or.xtb') diff --git a/chrome/app/resources/generated_resources_or.xtb b/chrome/app/resources/generated_resources_or.xtb new file mode 100644 index 0000000..d9e942c --- /dev/null +++ b/chrome/app/resources/generated_resources_or.xtb @@ -0,0 +1,704 @@ + + + +&ଅପସାରଣ +ସାଇଟ ଗୋଟିକର ସୁରକ୍ଷା ସାର୍ଟିଫିକେଟ୍ ନିର୍ବାପିତ ହୋଇଛି! +ଆମଦାନୀ +&ଟ୍ୟାବ୍ ଭାବେ ଦେଖାନ୍ତୁ +ଫଣ୍ଟ ଏବଂ ଭାଷାସମୂହ +ଅଭିଯାନଟି ସମୟ ବହିର୍ଭୂତ । +ନର୍ଡିକ୍ +ସମାପ୍ତ ହୋଇଛି +ଏହି ପୃଷ୍ଠାଟି କେତେକ ନିରାପତ୍ତାବିହୀନ ଉପାଦାନଗୁଡିକୁ ଧାରଣକରେ । +ସନ୍ନିବେଶ +&ପୁନଃବତ୍ +Del +&ପୃଷ୍ଠା ତଥ୍ୟ +End +&ନୂତନ ୱିଣ୍ଡୋ +ଉପାଦାନ ତ&ଦନ୍ତ କରନ୍ତୁ +ବିଗତ 4 ସପ୍ତାହ +Sans-Serif ଫଣ୍ଟ: +DOMAIN: + ପାଇଁ ସନ୍ଧାନ କରନ୍ତୁ +ପଛକୁ ଯିବା ଲାଗି କ୍ଳିକ୍ କରନ୍ତୁ, ଇତିବୃତ୍ତି ଦେଖିବା ଲାଗି ଧରି ରଖନ୍ତୁ + ଅବଶିଷ୍ଟ ସେକେଣ୍ଡ +ୟୁନିକୋଡ +ସମାପନ ହେବାବେଳେ ଖୋଲୁଛି +Java ସକ୍ଷମ କରନ୍ତୁ +Microsoft Internet Explorer +ୱେବସାଇଟ୍ ଟି <strong></strong> ରେ ଏକ “ଫିସିଙ୍ଗ” ସାଇଟ୍ ରୂପେ ରିପୋର୍ଟ କରାଯାଇଅଛି । ଫିସିଙ୍ଗ ସାଇଟଗୁଡିକର କୌଶଳ ଉପଯୋଗକର୍ତ୍ତାଗଣ ବ୍ୟକ୍ତିଗତ କିମ୍ବା ଅର୍ଥନୈତିକ ସୂଚନା ମଧ୍ୟକୁ ସର୍ବସାଧାରଣରେ ପ୍ରକାଶ କରିବା, ପ୍ରାୟତଃ ସର୍ବଦା ବିଶ୍ଵସ୍ଥ ସଂସ୍ଥାଗୁଡିକୁ ପ୍ରତିନିଧି କରିବା ଲାଗି ଛଳନାକରି, ଯେପରିକି ବ୍ୟାଙ୍କ ସମୂହ । +ବିଷୟବସ୍ତୁ: +ନିରାପତ୍ତା ସୂଚନା +ପୃଷ୍ଠା +ନେଟୱାର୍କ +&ସମସ୍ତ ଅପସାରଣ କରନ୍ତୁ +ସାଂପ୍ରତିକଭାବେ ପରିଦର୍ଶିତ ସାଇଟସମୂହ +ପାସୱାର୍ଡ୍ ଲୁଚାନ୍ତୁ +ସାଂପ୍ରତିକଭବେ ଡିଫଲ୍ଟ ବ୍ରାଉଜର ଗୋଟିକ ହେଉଛି + ଅବଶିଷ୍ଟ ସେକେଣ୍ଡ +ଫାଇଲ୍ କିମ୍ବା ଡିରେକ୍ଟୋରୀ ମିଳିଲା ନାହିଁ । +ଆପଣଙ୍କର ସେଟିଂସମୂହ କଷ୍ଟୋମାଇଜ୍ କରନ୍ତୁ +<strong jscontent="failedUrl"></strong> ରେ ୱେବପୃଷ୍ଠାଟି ବହୁତଗୁଡିଏ ପୁନଃନିର୍ଦ୍ଦେଶନାଗୁଡିକରେ ପରିଣତ ହୋଇଅଛି । ଏହି ସାଇଟଟି ଲାଗି ଆପଣଙ୍କର କୁକୀଗୁଡିକୁ ଖାଲି କରିବା ଦ୍ଵାରା ସମସ୍ୟାଟି ଉପୁଜି ପାରେ । ଯଦି ନୁହେଁ, ଏହା ସମ୍ଭବତଃ ଏକ ସର୍ଭର ସଂସ୍ଥାପନା ବିଷୟ ଅଟେ ତଥା ଆପଣଙ୍କର ଏକ କମ୍ପ୍ୟୁଟର ଜନିତ ସମସ୍ୟା ନୁହେଁ । +ନିମ୍ନୋକ୍ତ ପୃଷ୍ଠା(ଗୁଡିକ) ଅପ୍ରତିକ୍ରିୟାଶୀଳ ହୋଇଯାଇଅଛି । ସେଗୁଡିକ କ୍ରିୟାଶୀଳ ହେବା ପର୍ଯ୍ୟନ୍ତ ଆପଣ ଅପେକ୍ଷା କରି ପାରନ୍ତି କିମ୍ବା ନଷ୍ଟ କରିପାରନ୍ତି । + ଅବଶିଷ୍ଟ ମିନିଟ୍ +ସନ୍ଧାନ ଇଞ୍ଜିନ୍ ଯୋଡନ୍ତୁ +ଫ୍ରେମ୍ ଏହି ଭାବେ ସଞ୍ଚୟ କରନ୍ତୁ&... +ବ୍ରାଉଜର ୱିଣ୍ଡୋ ଖୋଲନ୍ତୁ + ର ସୂଚୀପତ୍ର +ମେମୋରୀ +ସମାପନ କାର୍ଯ୍ୟ ଆଗେଇ ଚାଲିଛି... +ଅନୁପ୍ରୟୋଗ ଏବଂ ସର୍ଟକଟ୍ ସୃଷ୍ଟି କରନ୍ତୁ... +ପରିହାର କରନ୍ତୁ +ଏହି ୱେବ୍ ପୃଷ୍ଠାଟି ପ୍ରଦର୍ଶନ କରୁଥିବାବେଳେ କିଛି ଗୋଟିଏ ଭୁଲ ହୋଇଗଲା । ଅବ୍ୟାହତ ରଖିବା ଲାଗି, ପୁନଃଲୋଡ କରନ୍ତୁ ଦବାନ୍ତୁ କିମ୍ବା ଅନ୍ୟଏକ ପୃଷ୍ଠାକୁ ଯାଆନ୍ତୁ । +Left Arrow +ସର୍ଭରର ପ୍ରମାଣପତ୍ରଟି ତ୍ରୁଟିଗୁଡିଏ ଧାରଣ କରେ +ସତର୍କ +ସୃଷ୍ଟିହେଲା: +ଆମଦାନି ଅତିକ୍ରମ କରନ୍ତୁ +&ସର୍ବଦା ବୁକମାର୍କସ୍ ଦଣ୍ଡିକା ଦେଖାନ୍ତୁ +SSL ତ୍ରୁଟି +ଏହି ପରିପ୍ରେକ୍ଷୀରେ, ଆପଣଙ୍କର ବ୍ରାଉଜରକୁ ଉପସ୍ଥାପନା କରାଯାଇଥିବା ସାର୍ଟିଫିକେଟଟିରେ ତ୍ରୁଟି ରହିଛି ଏବଂ ହୃଦବୋଧ ହୋଇ ପାରିବ ନାହିଁ । ଏହା ଅର୍ଥ ହୋଇପାରେ ଯେ ସାର୍ଟିଫିକେଟ୍ ମଧ୍ୟସ୍ଥ ଥିବା ପରିଚୟ ସୂଚନାଟିକୁ ଆମ୍ଭେ ବୁଝି ପାରିବା ନାହିଁ, ନତୁବା ସଂଯୋଜନାଟିକୁ ସୁରକ୍ଷା କରିବା ଲାଗି ସାର୍ଟିଫିକେଟଟିରେ ନିର୍ଦ୍ଦିଷ୍ଟ ସୂଚନା ବ୍ୟବହୃତ ଅଟେ । ଆପଣ ଅଗ୍ରଗତି କରିବା ଉଚିତ ନୁହେଁ । +ଏହି ପୃଷ୍ଠାଟି ନିମନ୍ତେ ବୁକମାର୍କ ସଂପାଦନ କରନ୍ତୁ + () +ବୁକମାର୍କଗୁଡିକ +ପ୍ଲଗ୍-ଇନ୍ସ ସକ୍ଷମ କରନ୍ତୁ +ଫିସିଙ୍ଗ ୱେବସାଇଟ୍ ରିପୋର୍ଟ କରନ୍ତୁ... +କମ୍ପ୍ୟୁଟର୍-ପ୍ରସ୍ଥ SSL ସେଟିଂସମୂହ: + ସହ ଆପଣଙ୍କର ସଂଯୋଜନା ଏନକ୍ରିପ୍ଟ ହୋଇ ନାହିଁ । +ଇତିବୃତ୍ତି +ଯୋଡନ୍ତୁ&... +MIME ପ୍ରକାର +ନିରାପତ୍ତା (SSL) ପୃଷ୍ଠାଗୁଡିକରେ ମିଶ୍ରିତ ବିଷୟବସ୍ତୁ ଥିବାବେଳେ: +କିଛିଗୁଡିଏ ନିରୁଦ୍ଧିଷ୍ଟ ହେଉଛି +ନେଭିଗେସନ ତ୍ରୁଟିଗୁଡିକ ପାଇଁ ପରାମର୍ଶଗୁଡିକ ଦେଖାନ୍ତୁ +ପାସୱାର୍ଡଗୁଡିକ: +&ପ୍ରତିଛବି କପି କରନ୍ତୁ +ପୃଷ୍ଠା ଲୋଡ୍ କରିହେବ ନାହିଁ +ଆମୋଦିତ ହୋଇଛି +ଭାଷାସମୂହ +ସ୍ଵତଃ-ଉନ୍ମୁଖ ସେଟିଂସମୂହ ଖାଲି କରନ୍ତୁ + ସେକେଣ୍ଡ +ହେବ୍ର୍ୟୁ +ସର୍ବଦା ବୁକମାର୍କସ୍ ଦଣ୍ଡିକା ଦେଖାନ୍ତୁ + ଅବଶିଷ୍ଟ ଘଣ୍ଟା +ବିପଦପୂର୍ଣ୍ଣ ପ୍ରତିଛବିଗୁଡିକୁ ଅନୁମତି ଦିଅନ୍ତୁ +ନୂତନ ଟ୍ୟାବ୍ +ଟ୍ୟାବ୍ ବନ୍ଦ କରନ୍ତୁ +Alt+ +କୌଣସି ପ୍ଲଗ-ଇନସ୍ ସଂସ୍ଥାପିତ ହୋଇ ନାହିଁ +ନିମନ୍ତେ ଅପେକ୍ଷାରତ... +&ଏହିଭାବେ ସଞ୍ଚୟ କରନ୍ତୁ... +ପୃଷ୍ଠାଗୁଡିକ ଦେଖାନ୍ତୁ +ବାତିଲ୍ +URL କପି କରନ୍ତୁ +ଫଣ୍ଟ ଓ ଭାଷା ସେଟିଂସମୂହ ପରିବର୍ତ୍ତନ କରନ୍ତୁ +ପୃଷ୍ଠା URL: +ତଳକୁ ଚାଳନ କରନ୍ତୁ +ଫଣ୍ଟ ଏବଂ ଭାଷାସମୂହ: +&ସାଧାରଣ +(ବେନାମୀ) +ପସନ୍ଦିତାସମୂହ /ବୁକମାର୍କସ୍ +ନିରାପତ୍ତା ବ୍ରାଉଜକରଣ ଡାଇଗ୍ନୋଷ୍ଟିକ୍ ପୃଷ୍ଠା +ଆଧାରଗୁଡିକ +&ସନ୍ଧାନ ଇଞ୍ଜିନ ସଂପାଦନ କରନ୍ତୁ... +ସଂଯୋଜନ +ବ୍ୟକ୍ତିଗତ ମେମୋରୀ +ନୂତନ &ଟ୍ୟାବ୍ + +ମୌଳିକସମୂହ: + ଠାରୁ ସ୍ଥାନାନ୍ତର ହେଉଛି... +ଏହି ଅବଧିରୁ ଡାଟା ଖାଲି କରନ୍ତୁ: +<କୌଣସି କୁକୀ ଚୟନ ହେଲାନାହିଁ> +Up Arrow +URL +ଅନ୍ୟ ଟ୍ୟାବଗୁଡିକ ବନ୍ଦ କରନ୍ତୁ +ଆପଣ ଟ୍ୟାବଗୁଡିକ ଖୋଲିବାକୁ ଚାହିଁବା ନିଶ୍ଚିତ କି? +ସମ୍ପୂର୍ଣ୍ଣ ଇତିବୃତ୍ତି ଦେଖାନ୍ତୁ +ସଂସ୍ଥାପନା କାର୍ଯ୍ୟ ଜାରି ରଖନ୍ତୁ +ସର୍ଭରର ପ୍ରମାଣପତ୍ର ଯାଞ୍ଚ ହୋଇପାରିବ ନାହିଁ +JavaScript ଡିବଗ୍ କରନ୍ତୁ +ଆଖ୍ୟା: +ନୂତନ ୱିଣ୍ଡୋରେ ଲିଙ୍କଗୁଡିକ ଖୋଲନ୍ତୁ +ଦକ୍ଷିଣ ସହ ଟ୍ୟାବଗୁଡିକ ନିକଟକୁ କରନ୍ତୁ + ଘଣ୍ଟା +ଠିକ୍ ଧାର +JavaScript ଡିବଗର – ବିରତ +&ପ୍ରତିଛବି ଏହି ଭାବେ ସଞ୍ଚୟ କରନ୍ତୁ... +ପାଥ୍: +ଏହି ପ୍ରକାର ଫାଇଲ୍ ଆପଣଙ୍କର କମ୍ପ୍ୟୁଟରକୁ କ୍ଷତି କରିପାରେ । ଆପଣ ଡାଉନଲୋଡ୍ କରିବା ଲାଗି ଇଚ୍ଛାକରନ୍ତି ଆପଣ ସୁନିଶ୍ଚିତ କି? +ଫାଇଲ୍ ନାମ: +ସର୍ଭର ସହ ସଂଯୋଜନା ହେବା ଉଦ୍ୟମଟି ବିଫଳ ହେଲା । + ମିନଟ +ନୂତନ ଫୋଲ୍ଡର +ସର୍ଭରର ପ୍ରମାଣପତ୍ରଟି URL ଗୋଟିକ ସହିତ ମେଳକ ହେଉ ନାହିଁ +ସମସ୍ତ ଡାଉନଲୋଡଗୁଡିକ ଦେଖାନ୍ତୁ... +କେଚ୍ ନିମନ୍ତେ ପ୍ରତୀକ୍ଷାରତ... +ହଁ +ପ୍ଲଗ୍-ଇନ୍: + ଅବଶିଷ୍ଟ ଦିନ +ଇଣ୍ଟର୍ନେଟ୍ ସଂଯୋଜନାଟି ନଷ୍ଟ ହୋଇଯାଇଅଛି । +Home + ଅବଶିଷ୍ଟ ମିନଟ +ବ୍ରାଉଜିଙ୍ଗ୍ ଇତିବୃତ୍ତି ଖାଲି କରନ୍ତୁ +ଏହି ସାଇଟ୍ ପାଇଁ କଦାପି ନୁହେଁ + ଅବଶିଷ୍ଟ ଦିନ + ଅବଶିଷ୍ଟ ସେକଣ୍ଡସମୂହ +&ଛେଦନ କରନ୍ତୁ +ଖୋଜନ୍ତୁ ଦଣ୍ଡିକା ବନ୍ଦ କରନ୍ତୁ +CPU +ପୃଷ୍ଠାଗୁଡିକ ନଷ୍ଟ କରନ୍ତୁ +ସନ୍ଧାନ କରିବା ସକାଶେ ଟାଇପ୍ କରନ୍ତୁ +&ବ୍ଲଗ୍ କିମ୍ବା ଭଗ୍ନ ୱେବସାଇଟ୍ ରିପୋର୍ଟ୍ କରନ୍ତୁ... +ମୁଦ୍ରଣ ଫ୍ରେମ୍... +ନିମ୍ନୋକ୍ତ ପୃଷ୍ଠାଗୁଡିକ ଖୋଲନ୍ତୁ: +ସନ୍ଧାନ ଇଞ୍ଜିନଗୁଡିକ +ସେ ଯେପରିଭାବେ ହେଉ, ଏହି ପୃଷ୍ଠାଟି ସେହି ଅନ୍ୟ ଉତ୍ସଗୁଡିକ ଅନ୍ତର୍ଭୂକ୍ତ କରେ ଯେଉଁଗୁଡିକ ନିରାପତ୍ତା ନୁହେଁ । ଚଳାଚଳରେ ଥିବାବେଳେ ଏହି ଉତ୍ସଗୁଡିକ ଅନ୍ୟମାନଙ୍କ ଦ୍ଵାରା ପରିଦୃଷ୍ଟ ହୋଇ ପାରିବ, ତଥା ପୃଷ୍ଠାଟିର ରୂପ ବା ଆଚରଣ ପରିବର୍ତ୍ତନ କରିବା ଲାଗି ଏକ ଆକ୍ରମଣକାରୀଙ୍କ ଦ୍ଵାରା ରୂପାନ୍ତରିତ କରାଯାଇ ପାରିବ । +ଏହି ପୃଷ୍ଠାରେ କେତେଗୁଡିଏ ଉପାଦାନ ଏକ ଅପରୀକ୍ଷିତ ଉତ୍ସରୁ ଆଗତ ହୋଇଛି ତଥା ଆମ୍ଭେ ପ୍ରଦର୍ଶନ କରାଗଲା ନାହିଁ । +ଅଜ୍ଞାତ ତୃଟି । +&ଲେପନ + ଦ୍ଵାରା ରେ ର ପରିଚୟ ପରୀକ୍ଷା-ନିରୀକ୍ଷା କରାଯାଇଅଛି । +&JavaScript କନସୋଲେ +ତୃତୀୟ-ପକ୍ଷ କୁକୀଗୁଡିକୁ ସମ୍ପୂର୍ଣ୍ଣରୂପେ ଅବରୋଧ କରନ୍ତୁ +ଫିସିଙ୍ଗ୍ ଓ ନକଲି ରକ୍ଷାରକ୍ଷଣ ସକ୍ଷମ କରନ୍ତୁ + ସନ୍ଧାନ କରିବା ଲାଗି ଦବାନ୍ତୁ +ଡାଉନଲୋଡ୍ ଇତିବୃତ୍ତି ଖାଲି କରନ୍ତୁ +ବ୍ରାଉଜର ସଂଘର୍ଷ... ତେଜଭାବରେ ଯାଆନ୍ତୁ +ପରାମର୍ଶ ସେବା URL: +ବହୁଉପଯୋଗୀ ବାକ୍ସ ଭିତରେ ବ୍ୟବହୃତ ସନ୍ଧାନ ଇଞ୍ଜିନଟି ସେଟ୍ କରନ୍ତୁ +ବୁକମାର୍କ ଓ ସେଟିଂସମୂହ ଆମଦାନି କରନ୍ତୁ +ମୂଳପୃଷ୍ଠା: +ଅନ୍ୟ ସନ୍ଧାନ ଇଞ୍ଜିନସମୂହ +ଏହି ସାଇଟ୍ ଗୋଟିକର ପରିଚୟକରଣ ଯାଞ୍ଚ କରାଯାଇ ନାହିଁ । +କୁକୀଗୁଡିକୁ ଦେଖାନ୍ତୁ +ଅତିରିକ୍ତ ସଂଳାପଗୁଡିକ ସୃଷ୍ଟି କରିବା କାର୍ଯ୍ୟରୁ ଏହି ପୃଷ୍ଠାଟିକୁ ରକ୍ଷା କରନ୍ତୁ । + ଅଦ୍ୟତିତ ହୋଇଛି () +ଯୋଡନ୍ତୁ +ସାର୍ଟିଫିକେଟ୍ ସୂଚନା... +ଏହିଠାରୁ ସେଟିଂସମୂହ ଆମଦାନି କରନ୍ତୁ: +Ctrl+ +ପ୍ରାୟୋଜକ ସ୍ଥିର କରୁଛି... +ଏହି ପୃଷ୍ଠାଟିରେ ବିଭିନ୍ନ ପ୍ରକାର SSL ତ୍ରୁଟିଗୁଡିଏ ରହିଛି: +ପୃଷ୍ଠା(ଗୁଡିକ) ଅପ୍ରତିକ୍ରିୟାଶୀଳ +http://www.google.com/chrome/help/ +ବୁକମାର୍କ ଦଣ୍ଡିକା +ଅନଲାଇନ୍ କ୍ଷତିକାରକ ସଫ୍ଟୱେୟରରୁ ନିଜେ ନିଜକୁ କିପରି ରକ୍ଷା କରିବା ସମ୍ବନ୍ଧରେ ଅଧିକ ଶିକ୍ଷା କରନ୍ତୁ । +ପ୍ରକ୍ସି ସେଟିଂସମୂହ ପରିବର୍ତ୍ତନ କରନ୍ତୁ +କୌଣସି ସନ୍ଧାନ ଫଳାଫଳଗୁଡିକ ଖୋଜି ପାଇଲା ନାହିଁ । +Down Arrow +ସାର୍ଟିଫିକେଟଟିର ଏକ ବୈଧତା ସମୟ ଆବଧି ରହିଛି, ଅଧିକନ୍ତୁ ଯେକୌଣସି ପରିଚୟ ଡକ୍ୟୁମେଣ୍ଟ (ଯେପରିକି ଏକ ପାସପୋର୍ଟ୍) ପରି ଯାହା ଆପଣଙ୍କର ରହିଛି । ଆପଣଙ୍କର ବ୍ରାଉଜରକୁ ଉପସ୍ଥାପିତ କରାଯାଇଥିବା ସାର୍ଟିଫିକେଟ୍ ଗୋଟିକ ଏବେ ସୁଦ୍ଧା ବୈଧ ହୋଇ ନାହିଁ । ଯେତେବେଳେ ଏକ ସାର୍ଟିଫିକେଟ୍ ଏହାର ବୈଧତା ସମୟ ଆବଧି ବହିର୍ଭୂତ ହୁଏ, ସାର୍ଟିଫିକେଟ୍ ଗୋଟିକର ସ୍ଥିତି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା (ଏହା ନାକଚ କରାଯାଇଥାଏ ଏବଂ ଆଉ ଅଧିକ କାଳ ପର୍ଯ୍ୟନ୍ତ ଆସ୍ଥାଭାଜିତ ହେବା ଉଚିତ ନୁହେଁ ସେ ଯାହା ହେଉ) ପରିଚାଳିତ କରିବା ଲାଗି ଆବଶ୍ୟକତା ନାହିଁ । ଏହି ଭାବେ, ଏହା ପରୀକ୍ଷା ନିରୀକ୍ଷା କରିବା ସମ୍ଭବ ନୁହେଁ ଯେ ଏହି ସାର୍ଟିଫିକେଟ୍ ଗୋଟିକ ବିଶ୍ଵାସଯୋଗ୍ୟ । ଆପଣ ଅଗ୍ରଗତି କରିବା ଉଚିତ ନୁହେଁ । +ଆଖ୍ୟା ଅନ୍ତତଃ ନିଶ୍ଚିତରୂପେ ଗୋଟିଏ ବର୍ଣ୍ଣ ଧାରଣ କରିବ +ଆପଣଙ୍କର ଇତିବୃତ୍ତି ସନ୍ଧାନ କରନ୍ତୁ +ନାହିଁ +ସଂପ୍ରତି ଉପଯୋଗ କରନ୍ତୁ +/ +ନିମ୍ନଭାଗ +ଭିଏତନାମିୟ +ସଞ୍ଚୟ ହୋଇଥିବା ପାସୱାର୍ଡଗୁଡିକୁ ଖାଲି କରନ୍ତୁ +ଫୋଲ୍ଡର ଯୋଡନ୍ତୁ... +ଡିଫଲ୍ଟ ସନ୍ଧାନ ବିକଳ୍ପସମୂହ + ଅବଶିଷ୍ଟ ମିନଟ +ସାଇନ୍ ଇନ୍ କରିପାରିବ ନାହିଁ +ସର୍ଭରର ସାର୍ଟିଫିକେଟରେ କୌଣସି ବାତିଲଯୋଗ୍ୟ ଯାନ୍ତ୍ରିକତା ଖୋଜି ପାଇଲା ନାହିଁ । +ବାମକୁ ସ୍କ୍ରୋଲ୍ କରନ୍ତୁ +ନୂତନ ଟ୍ୟାବ୍ ପୃଷ୍ଠାଟି ଉପଯୋଗ କରନ୍ତୁ +ଡିଫଲ୍ଟ ସଂସ୍ଥାପନା ବିକଳ୍ପଗୁଡିକ ପରିବର୍ତ୍ତନ କରନ୍ତୁ । +ସର୍ଭରର ସାର୍ଟିଫିକେଟଟି ପ୍ରତ୍ୟାହର କରିନିଆଯାଇଛି +ଯଦି, ଯେପରିଭାବେ ହେଉ, ଏକ ସଂସ୍ଥାରେ ଆପଣ କାର୍ଯ୍ୟରତ ତାହା ଏହା ନିଜର ସାର୍ଟିଫିକେଟ୍ ଉତ୍ପନ୍ନକରେ ଏବଂ ଏହିପରି ସାର୍ଟିଫିକେଟ୍ ଉପଯୋଗକରି ସେହି ସଂସ୍ଥାର ଏକ ଆଭ୍ୟନ୍ତରୀଣ ୱେବସାଇଟ୍ ସହ ଆପଣ ସଂଯୋଗ ହେବାକୁ ପ୍ରୟାସ କରନ୍ତି, ଏହି ସମସ୍ୟାଟିକୁ ନିରାପତ୍ତା ସହକାରେ ସମାଧାନ କରିବା ଲାଗି ଆପଣ ସକ୍ଷମ ହୋଇ ପାରନ୍ତି । ଆପଣଙ୍କର ସଂସ୍ଥାର ରୁଟ୍ ସାର୍ଟିଫିକେଟ୍ ଗୋଟିକୁ ଆପଣ “ରୁଟ୍ ସାର୍ଟିଫିକେଟ୍” ଭାବରେ ଆମଦାନି କରି ପାରିବେ ଏବଂ ତା’ପରେ ଆପଣଙ୍କର ସଂସ୍ଥା ଦ୍ଵାରା ପ୍ରଦତ୍ତ କିମ୍ବା ପରୀକ୍ଷିତ ସାର୍ଟିଫିକେଟ୍ ଗୁଡିକ ବିଶ୍ଵାସଯୋଗ୍ୟ ହେବ ତଥା ପର ମୁହୂର୍ତ୍ତରେ ଆପଣ ଏକ ଆଭ୍ୟନ୍ତରୀଣ ୱେବସାଇଟ୍ ସହ ସଂଯୋଗ ହେବାକୁ ଚେଷ୍ଟା କରିବାବେଳେ ଏହି ତ୍ରୁଟି ଆପଣ ଦେଖିବେ ନାହିଁ । ୱିଣ୍ଡୋଗୁଡିକୁ ଏକ ନୂତନ ରୁଟ୍ ସାର୍ଟିଫିକେଟ୍ ଯୋଡିକରି ସହାୟତା ନିମନ୍ତେ ଆପଣଙ୍କ ସଂସ୍ଥାର ସହାୟତା କର୍ମଚାରୀଙ୍କ ସହ ସମ୍ପର୍କ କରନ୍ତୁ । +<ଜିଜ୍ଞାସା ପ୍ରବେଶ କରନ୍ତୁ> +ଏହି ସାଇଟ୍ ସହିତ ଥିବା ସମସ୍ୟାଗୁଡିକର ସବିଶେଷ ସୂଚନା ନିମନ୍ତେ, ନିମନ୍ତେ Google ଦର୍ଶନ କରନ୍ତୁ । +କୀୱାର୍ଡ ନିଶ୍ଚିତରୂପେ ଶୂନ୍ୟ କିମ୍ବା ଅନନ୍ୟ ରହିବାକୁ ହେବ +ସଞ୍ଚୟ +ସେଲଟିକ୍ +ଏହି ପ୍ରକାରର ସମସ୍ତ ଲିଙ୍କଗୁଡିକ ଲାଗି ମୋର ପସନ୍ଦକୁ ମନେ ରଖନ୍ତୁ । +ସାଇଟ୍ + ବିକଳ୍ପସମୂହ +ସନ୍ଧାନ: +ଶୀଘ୍ର ଉନ୍ମୋଚନ ଦଣ୍ଡିକା +ବର୍ଜିତ କରନ୍ତୁ +'' ପାଇଁ &ସନ୍ଧାନ କରନ୍ତୁ +<strong jscontent="failedUrl"></strong> ରେ ୱେବପୃଷ୍ଠାଟି ନିଶ୍ଚିତଭାବେ ସାମୟିକଭାବେ ଶୀଥିଳ ହୋଇଥାଇପାରେ ବା ଏହା ଏକ ନୂତନ ୱେବ୍ ଠିକଣାକୁ ସ୍ଥାୟୀଭାବେ ଚଳନ କରାଯାଇଥାଇ ପାରେ । +ସଂଯୋଗ କରୁଛି... +ପାସୱାର୍ଡଗୁଡିକ + / ଫାଇଲସମୂହ +ତୃତୀୟ-ପକ୍ଷ କୁକୀ କିପରି ବ୍ୟବହୃତ ହୋଇପାରିବ କଟକଣା କରନ୍ତୁ +ପରବର୍ତ୍ତୀ +ଲୋଡ୍ କରୁଛି... + ରେ ପୃଷ୍ଠା ଗୋଟିକ ରୁ ଆଶଙ୍କାପୂର୍ଣ୍ଣ ବିଷୟବସ୍ତୁ ଧାରଣକରେ । +ପରିଚାଳନା +ଅବୈଧ ସର୍ଭର ସାର୍ଟିଫିକେଟ୍ +ସାଂପ୍ରତିକଭାବେ ବନ୍ଦଥିବା ଟ୍ୟାବସମୂହ +ଆପଣ ଗୁପ୍ତ ମଧ୍ୟକୁ ଚାଲି ଯାଇଅଛନ୍ତି । ଏହି ୱିଣ୍ଡୋରେ ଆପଣ ଦର୍ଶନ କରିବା ପୃଷ୍ଠାଗୁଡିକ ଆପଣଙ୍କ ବ୍ରାଉଜର ଇତିବୃତ୍ତି କିମ୍ବା ସନ୍ଧାନ ଇତିବୃତ୍ତିରେ ପ୍ରତୀୟମାନ ହୁଅନ୍ତି ନାହିଁ ଏବଂ ତା’ପରେ ଅନ୍ୟାନ୍ୟ ସଙ୍କେତଗୁଡିକୁ ଛାଡନ୍ତି ନାହିଁ, ଯେପରିକି ଗୁପ୍ତ ୱିଣ୍ଡୋଟି ବନ୍ଦ କରିବା ପରେ ଆପଣଙ୍କର କମ୍ପ୍ୟୁଟରରେ, କୁକୀସମୂହ । ଯାହା ହେଲେବି, ଆପଣ ସୃଷ୍ଟି କରିବା ଯେକୌଣସି ଫାଇଲଗୁଡିକୁ ଆପଣ ଡାଉନଲୋଡ୍ କିମ୍ବା ବୁକମାର୍କ କରନ୍ତି ସୁସଂରକ୍ଷିତ ରହିବ । + + ଗୁପ୍ତରେ ଚାଲିଯିବା ଅନ୍ୟ ଲୋକମାନଙ୍କ, ସର୍ଭର, କିମ୍ବା ସଫ୍ଟୱେୟର୍ ର ଚାଲି ଚଳଣକୁ ପ୍ରଭାବିତ କରେ ନାହିଁ । ସତର୍କ ରୁହନ୍ତୁ: + + ୱେବସାଇଟଗୁଡିକ ପ୍ରତି ସତର୍କ ଓ ବିଚକ୍ଷଣ ରହନ୍ତୁ ଯାହା ଆପଣଙ୍କ ବିଷୟରେ ସୂଚନା ସଂଗ୍ରହ କିମ୍ବା ଅଂଶୀଦାର କରେ + ଇଣ୍ଟର୍ନେଟ ସେବା ପ୍ରଦାୟକ କିମ୍ବା ନିଯୁକ୍ତିଦାତାସମୂହ ଆପଣ ଦର୍ଶନ କରିବା ସେହି ପୃଷ୍ଠାଗୁଡିକର ଟ୍ରାକ୍ ରଖନ୍ତି + ଦ୍ଵେଷପରାୟଣ ସଫ୍ଟୱେୟର ଯାହା ମୁକ୍ତ ସ୍ମିତହାସ୍ୟସମୂହ ପାଇଁ ପ୍ରତିବଦଳରେ ଆପଣଙ୍କର କୀଷ୍ଟ୍ରୋକଗୁଡିକୁ ଟ୍ରାକ୍ ରଖନ୍ତି + ଗୁପ୍ତ ପ୍ରତିନିଧି ଦ୍ଵାରା ସତର୍କ ପର୍ଯ୍ୟବେକ୍ଷଣ + ଆପଣଙ୍କ ପଛପଟରେ ଦଣ୍ଡାୟମାନ ବ୍ୟକ୍ତି + + ଗୁପ୍ତ ବ୍ରାଉଜକରଣ ସମ୍ବନ୍ଧରେ ଅଧିକ ଜାଣନ୍ତୁ +ବ୍ରାଉଜିଂ ଡାଟା ଖାଲି କରନ୍ତୁ +ଅଦ୍ୟତନ ସର୍ଭର ଉପଲବ୍ଧ ନାହିଁ (ତ୍ରୁଟି: ) +ସନ୍ଧାନ : +ସମାପ୍ତ ହୋଇଛି + ମିନିଟ୍ +Page Down +ପ୍ରକ୍ସି ନିର୍ଦ୍ଦିଷ୍ଟକରଣ... +ବାତିଲହେଲା +ନେଟୱାର୍କକୁ ସଂଯୋଗ କରିବାକୁ ଏକ ପ୍ରୋକ୍ସି ସେଟ୍ ଅପ୍ କରନ୍ତୁ । + ଦିନ +କୌଣସି ପ୍ରତ୍ୟାହାରଯୋଗ୍ୟ ଯାନ୍ତ୍ରିକତା ଦେଖିବାକୁ ମିଳିଲା ନାହିଁ + ଅବଶିଷ୍ଟ ଘଣ୍ଟା +ସାଇଟର ନିରାପତ୍ତା ପ୍ରମାଣପତ୍ରଟି ଆସ୍ଥାଭାଜିତ ନୁହେଁ! +'' ପାଇଁ ସନ୍ଧାନ ଫଳାଫଳସମୂହ +Cyrillic +&ବିଲୋପ +ପ୍ରାରମ୍ଭ ମେନୁ +ଲୋଡ୍ କରିବା ଲାଗି ସମସ୍ତ ବିଷୟବସ୍ତୁକୁ ଅନୁମତି ଦିଅନ୍ତୁ +ଅଂଶୀଭୂତ ମେମୋରୀ +ସନ୍ଧାନ ସେଟିଂସମୂହ +ସର୍ବଦା ଶୀର୍ଷରେ +Javascript ସତର୍କ +ସମ୍ପୂର୍ଣ୍ଣ ଇତିବୃତ୍ତି ଦେଖାନ୍ତୁ +ଫଣ୍ଟ +ଡାଉନଲୋଡ୍ ସନ୍ଧାନ କରନ୍ତୁ +ସଦ୍ୟ ବୁକମାର୍କସ୍ +&ପୃଷ୍ଠାରେ ଖୋଜନ୍ତୁ +ଯେତେବେଳେ ଆପଣ ଏକ ନିରାପତ୍ତା ୱେବସାଇଟ୍ ସହ ସଂଯୋଗ ରହନ୍ତି, ସର୍ଭରଟି ପରିଚାୟକ କରେ ଯେ ଏହାର ପରିଚୟ ପରୀକ୍ଷା ନିରୀକ୍ଷା କରିବା ଲାଗି ସାଇଟ୍ ଗୋଟିକ “ସାର୍ଟିଫିକେଟ୍” ନାମିତ କିଛିଗୋଟିଏ ସହିତ ଆପଣଙ୍କର ବ୍ରାଉଜରକୁ ଉପସ୍ଥାପନାକରେ । ଏହି ସାର୍ଟିଫିକେଟ୍ ଗୋଟିକ ପରିଚୟ ସୂଚନାକୁ ଧାରଣକରେ, ଯେପରିକି ୱେବସାଇଟ୍ ର ଠିକଣା, ଯେଉଁଗୋଟିକୁ ଏକ ତୃତୀୟ ପକ୍ଷଙ୍କ ଦ୍ଵାରା ପରୀକ୍ଷିତ ଅଟେ ଯାହାକୁ ଆପଣଙ୍କର କମ୍ପ୍ୟୁଟର ବିଶ୍ଵାସକରେ । ଯାଞ୍ଚ କରିବା ଦ୍ଵାରା ସେହି ସାର୍ଟିଫିକେଟ୍ ଭିତରେ ଥିବା ଠିକଣାଟି ୱେବସାଇଟ୍ ର ଠିକଣା ସହିତ ମେଳକ ହେଉଛି, ଏହା ପରୀକ୍ଷା ନିରୀକ୍ଷା କରିବା ସମ୍ଭବ ଯେ ଆପଣଙ୍କ ଇପସିତ୍ ୱେବସାଇଟ୍ ସହିତ ଆପଣ ନିରାପତ୍ତସହାକାରେ ଯୋଗାଯୋଗ କରୁଛନ୍ତି, ତଥା ଏକ ତୃତୀୟ ପକ୍ଷ ନୁହେଁ (ଯେପରିକି ଆପଣଙ୍କର ନେଟୱାର୍କରେ ଏକ ଆକ୍ରମଣକାରୀ) । +Firefox ରୁ ଆମଦାନି କରାଗଲା +ସ୍ଵତଃ ସନ୍ଧାନ +ସର୍ଭରର ସାର୍ଟିଫିକେଟ୍ ଅବୈଧ ଅଟେ +କେଚ୍ ଖାଲି କରନ୍ତୁ +ସଞ୍ଚୟ ହୋଇଥିବା ପାସୱାର୍ଡଗୁଡିକୁ ଦେଖାନ୍ତୁ +ସାର୍ଟିଫିକେଟଗୁଡିକୁ ପରିଚାଳନା କରନ୍ତୁ +ନିମ୍ନୋକ୍ତ ପ୍ଲଗ୍-ଇନ୍ ଗୋଟିକ ଅପ୍ରତିକ୍ରିୟାଶୀଳ ଅଟେ: ଆପଣ ଏହାକୁ ସ୍ଥଗିତ ରଖିବାକୁ ଚାହିଁବେ କି? + ସେକେଣ୍ଡ୍ +&ଏହି ଭାବେ ପୃଷ୍ଠା ସଞ୍ଚୟ କରନ୍ତୁ... +ପୃଷ୍ଠା ଯୋଡନ୍ତୁ +&ନୂତନ ଫୋଲ୍ଡର +ସମସ୍ତ କୁକୀଗୁଡିକୁ ଅବରୋଧ କରନ୍ତୁ +ୱେବ ଠିକଣାଟି ଲାଗି କୌଣସି ୱେବପୃଷ୍ଠା ଖୋଜି ପାଇଲା ନାହିଁ: <strong jscontent="failedUrl"></strong> +ପୂର୍ବବର୍ତ୍ତୀ +ଅଜ୍ଞାତ +ବୁକମାର୍କ ଯୋଡାଗଲା! +ଅନ୍ୟ ଫୋଲ୍ଡର୍ ଚୟନ କରନ୍ତୁ... +ଗତକଲି +ଆପଣ ଦର୍ଶନ କରିବା ସମସ୍ତ ପୃଷ୍ଠାଗୁଡିକ ସେତେବେଳେ ପର୍ଯ୍ୟନ୍ତ ଏଠି ପ୍ରତୀୟମାନ ହେବେ ଯତେବେଳେ ପର୍ଯ୍ୟନ୍ତ ଆପଣ ସେଗୁଡିକୁ ଏକ ଗୁପ୍ତ ୱିଣ୍ଡୋରେ ଖୋଲି ନାହାନ୍ତି । ଆପଣଙ୍କର ଇତିବୃତ୍ତିରେ ସବୁଗୁଡିକ ପୃଷ୍ଠା ସନ୍ଧାନ କରିବା ଲାଗି ଏହି ପୃଷ୍ଠାଟିରେ ଆପଣ ସନ୍ଧାନ କରନ୍ତୁ ବଟନ୍ ଗୋଟିକୁ ଉପଯୋଗ କରିପାରିବେ । +ଇତିବୃତ୍ତି ଭ୍ରମଣ କରନ୍ତୁ +ଡେଭେଲପର୍ +କୁକୀଗୁଡିକ +ଫୋଲ୍ଡରରେ ଦେଖାନ୍ତୁ +ଆପଣଙ୍କ ଇତିବୃତ୍ତିରୁ ଏହି ପୃଷ୍ଠାଗୁଡିକ ଆପଣ ବିଲୋପ କରିବାକୁ ଚାହୁଁଥିବାର ନିଶ୍ଚିତ କି? +JavaScript ଡିବଗର – ବ୍ୟସ୍ତ ଅଛି +ଟ୍ୟାବ୍: +ଆକାର +ଯେକୌଣସି ପ୍ରକାରେ ଆଗେଇ ଚାଲନ୍ତୁ +ପ୍ରାପ୍ତି ସ୍ଵୀକାରୋକ୍ତିସମୂହ + ମିନିଟ୍ ବାକି ରହିଛି +&ପୃଷ୍ଠା ଉତ୍ସ ଦର୍ଶନ କରନ୍ତୁ +ପରିବର୍ତ୍ତିତ ତାରିଖ +ଏହି ୱେବପୃଷ୍ଠାଟି ଖୋଜି ପାଇଲା ନାହିଁ । +ଚିନୀୟ ସରଳିକୃତ +ରିପୋର୍ଟ ପଠାନ୍ତୁ +ଅବସ୍ଥାନ +ଅପେକ୍ଷା କରନ୍ତୁ +ଅଜ୍ଞାତ ପ୍ଲଗ୍-ଇନ୍ +ତ୍ରୁଟି (): +&ଲିଙ୍କ ଠିକଣା କପି କରନ୍ତୁ +ୱେବ୍ ବିଷୟବସ୍ତୁ +ଅପସାରଣ +ସାମର୍ଥ୍ୟ ହୋଇଛି +/, +ଟ୍ୟାବଗୁଡିକ +Google Gears ସେଟିଂସମୂହ ପରିବର୍ତ୍ତନ କରନ୍ତୁ +ଠିକ୍ ଏହି ଠାରୁ ସନ୍ଧାନ କରନ୍ତୁ +ଯଥାକ୍ରମେ ଉପଯୁକ୍ତଭାବେ ପ୍ରଦର୍ଶିତ ହେବା ଲାଗି ପୂର୍ବେ ଯାହାକୁ ଆପଣ ପ୍ରବେଶ କରିଥିଲେ ସେହି ଡାଟା ଏହି ୱେବ୍ ପୃଷ୍ଠାଟି ଆବଶ୍ୟକ କରେ । ଆପଣ ପୁନରାୟ ଏହି ଡାଟା ପଠାଇ ପାରିବେ, କିନ୍ତୁ ଏହିପରି କରିବା ଦ୍ଵାରା ପୂର୍ବେ ଏହି ପୃଷ୍ଠା ସମ୍ପାଦିତ କରିଥିବା ଯେକୌଣସି କ୍ରିୟାକୁ ଆପଣ ପୁନର୍ବାର କରିବେ । ସେହି ଡାଟା ପଠାଇବା ଲାଗି ପୁନଃଲୋଡ୍ କରନ୍ତୁ ଦବାନ୍ତୁ ଏବଂ ଏହି ପୃଷ୍ଠାଟି ପ୍ରଦର୍ଶନ କରନ୍ତୁ । +ଏହି କ୍ଷେତ୍ରରେ, ଆପଣଙ୍କର ବ୍ରାଉଜର୍କୁ ଉପସ୍ଥାପନା କରାଯାଇଥିବା ପ୍ରମାଣପତ୍ରଟି ଏହାର ପ୍ରେରକଙ୍କ ଦ୍ଵାରା ପ୍ରତ୍ୟାହାର କରିଦିଆଯାଇଛି । ସାଧାରଣତଃ ଏହା ଅର୍ଥ ପ୍ରକାଶ କରେ ଯେ ଏହି ପ୍ରମାଣପତ୍ରଟିର ପୂର୍ଣ୍ଣତା ଆପୋଷ ନିଷ୍ପତ୍ତି ହୋଇସାରିଛି, ତଥା ସେହି ପ୍ରମାଣପତ୍ରଟି ଆସ୍ଥାଭାଜିତ ହେବା ଉଚିତ ନୁହେଁ । ଆପଣ ଏହି ବିଷୟଟି ସମ୍ପୂର୍ଣ୍ଣଭାବେ ଅତୀତତକୁ ଯିବାକୁ ନ ଦେବା ଉଚିତ । +ପ୍ରମାଣିକରଣତାର ଆବଶ୍ୟକତା +ବ୍ରାଉଜିଂ ଡାଟା ଖାଲି କରନ୍ତୁ&... +&ମୁଦ୍ରଣ... +ବିବରଣୀ +ଡାଉନଲୋଡିଙ୍ଗ୍ କରିବା ପୂର୍ବରୁ ପ୍ରତ୍ୟେକ ଫାଇଲ୍ କେଉଁଠି ସଞ୍ଚୟ ହେବ ପଚାରନ୍ତୁ +ସମସ୍ତ ଫାଇଲଗୁଡିକ +ଅଳ୍ପ ବଦଳାନ୍ତୁ +ଶେଷ ଦିନ +କୁକୀଗୁଡିକ ବିଲୋପ କରନ୍ତୁ +ଦକ୍ଷିଣ ଇଉରୋପୀୟ +ଅବରୋଧିତ ପପ୍-ଅପ୍ + ସେକେଣ୍ଡ +ଡାଟା ଡିରେକ୍ଟୋରୀ ସୃଷ୍ଟି କରିବା ଲାଗି ବିଫଳହେଲା + କୁ ଯାଆନ୍ତୁ +&ପ୍ରସ୍ଥାନ କରନ୍ତୁ +, +ସନ୍ଧାନଗୁଡିକ + ରେ ଖୋଲୁଛି... +&କପି +ସନ୍ଧାନ ଫଳାଫଳଗୁଡିକ +ଡେସ୍କଟପ୍ +ଥାଇ +Right Arrow +ଅନ୍ୟାନ୍ୟ ସମସ୍ୟା +ଇମେଲ୍ ଠିକଣା କପି କରନ୍ତୁ +କେନ୍ଦ୍ରୀୟ ଇଉରୋପୀୟ +ମୂଳପୃଷ୍ଠା ଖୋଲନ୍ତୁ + ଅବଶିଷ୍ଟ ସେକେଣ୍ଡସମୂହ +କୀୱାର୍ଡ +ଏହି ପୃଷ୍ଠାଟି କେତେକ ନିରାପତ୍ତାବିହୀନ ଉପାଦାନଗୁଡିକୁ ଧାରଣକରେ +ଏନକୋଡିଂ +ଏକ ତ୍ରୁଟି ରିପୋର୍ଟ କରନ୍ତୁ +ଉପଯୋଗକର୍ତ୍ତାନାମ + ମିନିଟ୍ +ଆପଣ ଯେଉଁ ଫାଇଲ୍ ଗୋଟିକ ଖୋଜନ୍ତି ସମ୍ଭବତଃ ଏହା ସେହି ଫାଇଲ୍ ନୁହେଁ! +ଆମଦାନିକରିବା ଜାରି ରଖନ୍ତୁ +&ସମ୍ପାଦନ +କୀୱାର୍ଡ: +ସମସ୍ତ ବିଷୟବସ୍ତୁ ଦେଖାନ୍ତୁ +ଏହି ଟ୍ୟାବ୍ ଦ୍ଵାରା ଖୋଲାଯାଇଥିବା ଟ୍ୟାବଗୁଡିକ ବନ୍ଦ କରନ୍ତୁ +ସ୍ଵତଃସ୍ଫୂର୍ତ୍ତଭାବେ ପ୍ରତିଛବିଗୁଡିକ ଲୋଡ୍ କରନ୍ତୁ +ନକଲ ଚିହ୍ନଟ ହେଲା! +ବୁଝିବା ଲାଗି ମୋତେ ସହାୟତା କରନ୍ତୁ +(କୌଣସି କ୍ରିୟା ସମ୍ଭବ ନୁହେଁ) + (ଡିଫଲ୍ଟ) +ଆପଣ ଏହି ପୃଷ୍ଠାଟି ପରିତ୍ୟାଗ କରିବାକୁ ଆପଣ ଚାହିଁବା ନିଶ୍ଚିତ କି? +ଆପଣ <strong></strong> ଏଠି ପହୁଁଚିବା ଲାଗି ଉଦ୍ୟମ କଲେ, କିନ୍ତୁ ଏହା ପରିବର୍ତ୍ତେ ବାସ୍ତବରେ ଆପଣ ସେହି ଏକ ସର୍ଭର ପାଖରେ ପହଁଚିଲେ ଯାହା ନିଜକୁ ନିଜେ ଏକ ସର୍ଭର ଯାହା <strong></strong> ଭାବେ ପରିଚୟ କରାଏ । ସର୍ଭର୍ ଉପରେ ଭୁଲସଂସ୍ଥାପନା କିମ୍ବା କିଛିଗୁଡିଏ ଅତ୍ୟନ୍ତ ଆପଦପୂର୍ଣ୍ଣ ଦ୍ଵାରା ଏହା ଘଟିଥାଇ ପାରେ । ଆପଣଙ୍କର ନେଟୱାର୍କରେ ଜଣେ ଆକ୍ରମଣକାରୀ <strong></strong> ର ଏକ ଅଦରକାରୀ (ତଥା ନିଶ୍ଚିତଭାବରେ ହାନୀକାରକ) ସଂସ୍କରଣ ଆପଣଙ୍କୁ ପରିଦର୍ଶନ କରାଇବା ଲାଗି ପ୍ରୟାସ କରୁଥାଇ ପାରେ । ଆପଣ ଅଗ୍ରଗତି କରିପାରିବେ ନାହିଁ । + ଘଣ୍ଟା +ଏହି ଦିନଟିର ଇତିବୃତ୍ତି ବିଲୋପ କରନ୍ତୁ +ସର୍ବାଧିକ କରନ୍ତୁ +ସର୍ଭରର ସାର୍ଟିଫିକେଟ୍ ମିଆଦ ପୂର୍ଣ୍ଣ ହୋଇଛି +ବ୍ରାଉ&ଜ... + ଘଣ୍ଟା +&ଫାଇଲ୍ କପି କରନ୍ତୁ + ମିନିଟ୍ ବାକି ରହିଛି +ଠାରୁ: +ଫିସିଙ୍ଗ୍ ପୃଷ୍ଠା +ସମସ୍ତ ବିପଦସଙ୍କୁଳ ବିଷୟବସ୍ତୁକୁ ଅବରୋଧ କରନ୍ତୁ +&ସମସ୍ତ ଚୟନ କରନ୍ତୁ +Page Up +, ସମାପ୍ତ +ପାସୱାର୍ଡ ଦେଖାନ୍ତୁ +IE ରୁ ଆମଦାନି କରାଗଲା +ପରିଚୟ + ସାଂପ୍ରତିକଭାବରେ ଆପଣଙ୍କର ଡିଫଲ୍ଟ ବ୍ରାଉଜର ନୁହେଁ । + ଦିନଗୁଡିକ +ସନ୍ଧାନ ଇଞ୍ଜିନ୍ ସଂପାଦନ କରନ୍ତୁ + ମିନଟସମୂହ + ଧାରଣ କରିଥିବା ଇତିବୃତ୍ତିରେ ସମସ୍ତ ପୃଷ୍ଠାଗୁଡିକ ଦେଖନ୍ତୁ +ସୁରକ୍ଷା ତ୍ରୁଟି + ଧାରଣ କରିଥିବା ଇତିବୃତ୍ତିରେ ସଦ୍ୟ ପୃଷ୍ଠାଗୁଡିକ ଦେଖନ୍ତୁ +ସମ୍ପୂର୍ଣ୍ଣ ସନ୍ଧାନ ତଥା ଠିକଣା ଦଣ୍ଡିକା ଭିତରେ ଟାଇପ୍ ହୋଇଥିବା URL ଗୁଡିକ ଲାଗି ଏକ ପ୍ରସ୍ତାବନା ଉପଯୋଗ କରନ୍ତୁ +ତୁର୍କିସ୍ +ସଂପ୍ରତି ପୃଷ୍ଠାଟି ନିୟନ୍ତ୍ରଣ କରନ୍ତୁ +&ଡାଉନଲୋଡସମୂହ + +ପାସୱାର୍ଡ୍ ସଞ୍ଚୟ କରିବା ଲାଗି ଅଫର୍ +ଆସ୍ଥାଭାଜିତ SSL ସାର୍ଟିଫିକେଟ୍ ଗୁଡିକ ଚୟନ କରନ୍ତୁ । +ଏହି ସେଟିଂସମୂହ କଷ୍ଟୋମାଇଜ୍ କରନ୍ତୁ +ସନ୍ଧାନ ଇଞ୍ଜିନ୍ ଭାବେ ଯୋଡନ୍ତୁ... +ଏହି ପୃଷ୍ଠା ବୁକମାର୍କ କରନ୍ତୁ +ଏହି ସାଇଟ୍ ଗୋଟିକର ପରିଚୟକରଣ ଦ୍ଵାରା ନିରୀକ୍ଷା କରାଯାଇଅଛି । + କୁ ଯିବା ଲାଗି ଆପଣ ବୁଝନ୍ତି କି? +ବୁକମାର୍କସ୍ ଦଣ୍ଡିକା + ନିମନ୍ତେ ସନ୍ଧାନ କରନ୍ତୁ +ବ୍ରାଉଜର +ଫୋଲ୍ଡର ନାମ ସଂପାଦନ କରନ୍ତୁ +ବନାନ-ଯାଞ୍ଚକାରୀ ଭାଷା: +ଏଠାକୁ ସ୍କ୍ରୋଲ୍ କରନ୍ତୁ +ଯେକୌଣସି ପ୍ରକାରର ସଂଯୋଜନା +ଟ୍ୟାବଷ୍ଟ୍ରିପ୍ +&ଟାସ୍କ ପରିଚାଳକ +ନିମ୍ନରେ ରହିଛି ମୂଳ ତ୍ରୁଟି ବାର୍ତ୍ତା +ନିମ୍ନୋକ୍ତ ଅନୁପ୍ରୟୋଗଗୁଡିକ ଉନ୍ମୋଚନ ହେବ ଯଦି ଆପଣ ଏହି ଅନୁରୋଧଟି ଗ୍ରହଣ କରିବେ:\n\n +PgDwn +ଅବସ୍ଥାନ ଡାଉନଲୋଡ୍ କରନ୍ତୁ: +ପ୍ରତ୍ୟାହାର ଯୋଗ୍ୟ ଯାଞ୍ଚ କରିବା ଲାଗି ବିଫଳହେଲା । +ସଂସ୍ଥାପନ ପ୍ରସ୍ଥାନ କରନ୍ତୁ +ପାଇଁ ପଠାନ୍ତୁ: +[ଆଦ୍ୟ ନିର୍ଦ୍ଦେଶିକା] +ସମସ୍ତ ଅପସାରଣ କରନ୍ତୁ +ବ୍ରାଉଜିଂ ଇତିବୃତ୍ତି + ଘଣ୍ଟା +&ଅଗ୍ରଗତି +ବନାନ-ଯାଞ୍ଚ ଅଭିଧାନଟିର ଭାଷା ପରିବର୍ତ୍ତନ କରନ୍ତୁ । +ଆଜି +, +&ଇତିବୃତ୍ତି +& ସମ୍ବନ୍ଧରେ +&ଅଭିଧାନ ସହ ଯୋଡନ୍ତୁ +ପୃଷ୍ଠାରେ ଖୋଜି ପାଆନ୍ତୁ + ଦିନଗୁଡିକ +ଏହି ପ୍ରୋଗ୍ରାମ କୁ ପ୍ରବେଶ ଲୁଚାଇବା ପାଇଁ, କଣ୍ଟ୍ରୋଲ୍ ପ୍ୟାନେଲରେ \n ଉପଯୋଗକରି ଆପଣ ଏହାକୁ ସଂସ୍ଥାପନାରହିତ କରିବା ଆବଶ୍ୟକ କରନ୍ତି । n\n ଆପଣ ଆରମ୍ଭ କରିବାକୁ ଚାହାନ୍ତି କି? +କେବଳ ନିରାପତ୍ତା ସଂଯୋଜନାସମୂହ +(ଖାଲି) +ସମ୍ପ୍ରତି ପୃଷ୍ଠାଟିର ଉତ୍ସ ପଠାନ୍ତୁ +କୋରିୟ +ସତର୍କବାଣୀ: ସନ୍ଦିଗ୍ଧ ଫିସିଙ୍ଗ୍ ସାଇଟ୍! + ଅବଶିଷ୍ଟ ଘଣ୍ଟା + ଉପଲବ୍ଧ ନାହିଁ । +ନୂତନ &ଟ୍ୟାବରେ ଫ୍ରେମ୍ ଖୋଲନ୍ତୁ +&ବୃହତ୍ତର +ସର୍ଭରର ସୁରକ୍ଷା ସାର୍ଟିଫିକେଟଟି ପ୍ରତ୍ୟାହାର ହେଲା ! + ଅବଶିଷ୍ଟ ସେକଣ୍ଡ +PgUp +ପୃଷ୍ଠା &ସୂଚନା ଦର୍ଶନ କରନ୍ତୁ +ଦକ୍ଷିଣକୁ ସ୍କ୍ରୋଲ୍ କରନ୍ତୁ +କୁକୀ ନାମ +ଏହି ପୃଷ୍ଠାରେ କେତେକ ଅତିରିକ୍ତ ଉପାଦାନଗୁଡିକ ପ୍ରଦର୍ଶନ କରିବା ଲାଗି ଏକ ଅତିରିକ୍ତ ପ୍ଲଗ୍-ଇନ୍ ର ଆବଶ୍ୟକତା ରହିଛି । +ଏକ ନିରାପତ୍ତା ସଂଯୋଜନା ଉପରେ ସାମଗ୍ରିକ ଭାବରେ ଏହି ପୃଷ୍ଠାଟି ପୁନରୁଦ୍ଧାର ହେଲା ନାହିଁ । ନିରାପତ୍ତାବିହୀନ ସଂଯୋଜନାଗୁଡିକ ଉପରେ ପୁନରୁଦ୍ଧାର ହୋଇଥିବା କେତେକ ଉପାଦାନକୁ ଏହା ଧାରଣକରେ । + ଅବଶିଷ୍ଟ ଘଣ୍ଟା + ର ଏକ ନୂତନ ସଂସ୍କରଣ ଉପଲବ୍ଧ ଅଟେ +&ସମାପ୍ତ ହେବା ପରେ ଖୋଲନ୍ତୁ +ନକଲ +ନୂତନ ୱିଣ୍ଡୋରେ ଖୋଲନ୍ତୁ +ଆରବୀୟ +ପାସୱାର୍ଡଗୁଡିକୁ କଦାପି ସଞ୍ଚୟ କରନ୍ତୁ ନାହିଁ +ଶୀର୍ଷ +ପୂର୍ବରୁ ଖୋଲାଯାଇଥିବା ସେହି ପୃଷ୍ଠାଗୁଡିକୁ ପୁନଃସଞ୍ଚୟ କରନ୍ତୁ +ସର୍ବାଧିକ ପରିଦୃଷ୍ଟ +ପ୍ଲଗ-ଇନ ଅପ୍ରତିକ୍ରିୟାଶୀଳ + ଖୋଜି ପାଇଲା ନାହିଁ +ଆରମ୍ଭ ହେଉଛି... +&ନୂତନ ଗୁପ୍ତ ୱିଣ୍ଡୋ +ନୂତନ ଟ୍ୟାବରେ ଖୋଲନ୍ତୁ +ପ୍ରାରମ୍ଭ ଉପକ୍ରମ ବେଳେ: +ଏହି ପୃଷ୍ଠାଟି ଖୋଲନ୍ତୁ: +ଗୁପ୍ତ ୱିଣ୍ଡୋରେ ଲିଙ୍କ୍ ଖୋଲନ୍ତୁ + ସହ ଆପଣଙ୍କର ସଂଯୋଜନା -ବିଟ୍ ଏନକ୍ରିପେସନ୍ ସହିତ ଏନକ୍ରିପଟଡ୍ ଅଟେ । +ସର୍ଭରର ସାର୍ଟିଫିକେଟଟି ଆସ୍ଥାଭାଜନ ହେଲା ନାହିଁ +ସ୍କ୍ରୋଲ୍ ଅପ୍ କରନ୍ତୁ +ଆଖ୍ୟାବିହୀନ ଡକ୍ୟୁମେଣ୍ଟ +ଖାଲି କରୁଛି... +ବଗ୍ କିମ୍ବା ଭଗ୍ନ ୱେବସାଇଟ୍ ରିପୋର୍ଟ୍ କରନ୍ତୁ +ସର୍ଭର ଗୋଟିକ ରେ ଏକ ଉପଯୋଗକର୍ତ୍ତା ନାମ ଓ ପାସୱାର୍ଡ ଆବଶ୍ୟକ କରେ । +ପ୍ଲଗ-ଇନ୍ ସଂସ୍ଥାପନା କରନ୍ତୁ... +ଏହି ୱେବ ପୃଷ୍ଠାଟି ଉପଲବ୍ଧ ନୁହେଁ । +Firefox +&ଏନକୋଡିଂ +ପ୍ଲଗ୍-ଇନସ୍ ସମ୍ବନ୍ଧରେ +ମୁଁ ହୃଦବୋଧ କରେ ଯେ ଏହି ସାଇଟ୍ ଦର୍ଶନ କରିବା ଦ୍ଵାରା ମୋର କମ୍ପ୍ୟୁଟରକୁ ହାନୀ ପହଁଞ୍ଚାଇ ପାରେ । +ନକଲ +ନୂତନ ୱିଣ୍ଡୋରେ ସମସ୍ତ ବୁକମାର୍କସ୍ ଖୋଲନ୍ତୁ +Esc + କଷ୍ଟୋମାଇଜ୍ ଓ ନିୟନ୍ତ୍ରଣ କରନ୍ତୁ +ତଳକୁ ସ୍କ୍ରୋଲ କରନ୍ତୁ +ଯେତେବେଳେ ଏକ ପପ-ଅପ୍ ଅବରୋଧିତ ହୁଏ ମୋତେ ସୂଚନା ଦିଅନ୍ତୁ +ନିଶ୍ଚିତରୂପେ ଏକ ଵୈଧ URL ହେବାକୁ ହେବ +ନିମ୍ନୋକ୍ତ ଆଇଟମଗୁଡିକୁ ନିଶ୍ଚିହ୍ନ କରିବା: +ନୂତନ ଟ୍ୟାବ୍ +ପୃଷ୍ଠା ଲୋଡ୍ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲାଗି DNS ପୂର୍ବ-କୌଶଳ ଉପଯୋଗ କରନ୍ତୁ +ନିର୍ବାପିତ ହୋଇ ନ ଥିବା ଏକ ପ୍ରମାଣପତ୍ର ପାଇଁ, "ପ୍ରତ୍ୟାହାରଯୋଗ୍ୟ ତାଲିକା" ନାମିତ ସେହି କିଛିର ପରିପୋଷଣ ପାଇଁ ସେହି ପ୍ରମାଣପତ୍ରଟିର ପ୍ରଦାୟକ ଦାୟୀ ଅଟନ୍ତି । ଯଦି ଏକ ପ୍ରମାଣପତ୍ର ସବୁଦିନ ଲାଗି ଆପୋଷନିଷ୍ପତ୍ତି ହୋଇଥାଏ, ତେବେ ପ୍ରଦାୟକ ଜଣକ ଏହା ସହିତ ପ୍ରତ୍ୟାହାରଯୋଗ୍ୟ ତାଲିକାଟିକୁ ଯୋଡିକରି ଏହାକୁ ପ୍ରତ୍ୟାହାର କରି ପାରିବେ ଏବଂ ତା'ପରେ ଆପଣଙ୍କ ବ୍ରାଉଜର ଦ୍ଵାରା ଏହି ପ୍ରମାଣ ପତ୍ରଟି ଆଉ ଅଧିକକାଳ ପର୍ଯ୍ୟନ୍ତ ଆସ୍ଥାଭାଜିତ ହେବ ନାହିଁ । ନିର୍ବାପିତ ପ୍ରମାଣପତ୍ରଗୁଡିକ ପାଇଁ ହେବାକୁ ଥିବା ପରିପୋଷଣ ଲାଗି ପ୍ରତ୍ୟାହାରଯୋଗ୍ୟ ସ୍ଥିତିର ଅବଶ୍ୟକତା ନାହିଁ, ଯେହେତୁ ସେତିକିବେଳେ ଆପଣ ପରିଦର୍ଶନ କରୁଥିବା ୱେବସାଇଟ୍ ଗୋଟିକ ଲାଗି ବୈଧ ହେବା ସକାଶେ ଏହି ପ୍ରମାଣପତ୍ରଟି ବ୍ୟବହୃତ, ଏହି ପରିପ୍ରେକ୍ଷୀରେ ପ୍ରମାଣପତ୍ରଟି ଆପୋଷନିଷ୍ପତ୍ତି ହୋଇଛି କି ନାହିଁ ଏବଂ ପରେ ପରେ ପ୍ରତ୍ୟାହୃତ, ଅଥବା ଏହା ନିରାପତ୍ତା ଅଛି କି ନାହିଁ ଏହା ନିର୍ଦ୍ଧାରଣ କରିବା ସମ୍ଭବ ନୁହେଁ । ଏହି ପରି ଆପଣ ଯୁକ୍ତି ସଙ୍ଗତ ୱେବସାଇଟ୍ ସହିତ ଯୋଗାଯୋଗ କରୁଛନ୍ତି କି ନାହିଁ, କିମ୍ବା ପ୍ରମାଣପତ୍ରଟି ଆପୋଷନିଷ୍ପତ୍ତି ହୋଇଥିଲା କି ନାହିଁ ତଥା ଆପଣ ଯାହାଙ୍କ ସହିତ ବର୍ତ୍ତମାନ ଯୋଗାଯୋଗ କରୁଛନ୍ତି ସେହି ଏକ ଆକ୍ରମଣକାରୀଙ୍କ ଅଧିକାରରେ ରହିଛି କି ନାହିଁ ଏହା କହିବା ଅସମ୍ଭବ ଅଟେ । ଆପଣ ଏହି ବିଷୟଟି ପ୍ରତି ପଛଘୂଞ୍ଚା ଦେବା ଉଚିତ ନୁହେଁ । +ପୁନଃସଂରକ୍ଷଣ କରନ୍ତୁ +ଫୋଲ୍ଡର୍ + ର ଉତ୍ସ +&ଲେପନ ଓ ସନ୍ଧାନ +ଫଣ୍ଟ୍ ଓ ଏନକୋଡିଂ +ଆମଦାନି କରିବା ଲାଗି ଆଇଟମଗୁଡିକ ଚୟନ କରନ୍ତୁ: + ସହ ଆପଣଙ୍କର ସଂଯୋଜନା ଦୁର୍ବଳ ଏନକ୍ରିପସନ୍ ସହିତ ଏନକ୍ରିପ୍ଟ ହୋଇଛି । +N/A +ସମସ୍ତ କୁକୀଗୁଡିକୁ ଅନୁମତି ଦିଅନ୍ତୁ +ଆଜଦିନ ପୂର୍ବରୁ ଆପଣ କେବେହେଲେ ଏହି ସାଇଟ୍ ପରିଦର୍ଶନ କରି ନାହାନ୍ତି । +ସେବା URL: +ଏହି ପୃଷ୍ଠାଟି ଲୋଡ୍ କରିବା ସ୍ଥଗିତ ରଖନ୍ତୁ +ଅନ୍ୟ ବୁକମାର୍କସ୍ +ଲୋଡ ହେବାରେ ବିଫଳ ହେଲା +ପାସୱାର୍ଡ୍: + କୁ ଡିଫଲ୍ଟ ସନ୍ଧାନ ଇଞ୍ଜିନ୍ ରୂପେ ରଖନ୍ତୁ +ସତର୍କବାଣୀ: ଏହି ସାଇଟ୍ ଭ୍ରମଣ କରିବା ହୁଏତ ଆପଣଙ୍କର କମ୍ପ୍ୟୁଟରକୁ କ୍ଷତି ପହଞ୍ଚାଇ ପାରେ! +ଜାପାନୀ +ଏହି ୱେବ୍ ପୃଷ୍ଟା ପରେ <a jsvalues="href:reloadUrl">ପୁନଃଲୋଡ୍</a> କରନ୍ତୁ । +<strong></strong> ରେ ୱେବସାଇଟ୍ ଗୋଟିକ ନକଲି ସହ ପ୍ରାୟୋଜକ କରିବା ପରି ଜଣାଯାଏ– ସଫ୍ଟୱେୟର ଯାହା ଆପଣଙ୍କର କମ୍ପ୍ୟୁଟରକୁ କ୍ଷତି ପହୁଁଚାଇ ପାରେ କିମ୍ବା ଅନ୍ୟଥା ଆପଣଙ୍କର ଅନୁମତି ବିନା ଚାଳନା କରିପାରେ । ନାମକୁ ମାତ୍ର ଏକ ସାଇଟ୍ ଦର୍ଶନ କରିବା ଦ୍ଵାରା ସେହି ନକଲି ଆୟୋଜକଗୁଡିକ ଆପଣଙ୍କ କମ୍ପ୍ୟୁଟରକୁ ସଂକ୍ରମଣ କରି ପାରନ୍ତି । +କୌଣସି ପ୍ରକାର ସୁବିଧାସୁଯୋଗ ନ’ଥାଇ ଏକ ସ୍ୟାଣ୍ଡବାକ୍ସରେ ପ୍ଲଗ୍-ଇନସ୍ ଚାଲେ । କେତେକ ପ୍ଲଗ୍-ଇନସ୍ ଉପଯୁକ୍ତଭାବେ କାର୍ଯ୍ୟକାରୀ ନ କରିବାର କାରଣ ହେବ । + ଅବଶିଷ୍ଟ ଦିନ +ଜାରି ରଖନ୍ତୁ +ସର୍ଭରର ସୁରକ୍ଷା ସାର୍ଟିଫିକେଟ୍ ଏବେ ସୁଦ୍ଧା ଵୈଧ ହୋଇ ନାହିଁ! +ଏହି ପୃଷ୍ଠାରେ ଚାଲୁଥିବା ଏକ ସ୍କ୍ରିପ୍ଟ ଏହାର କାର୍ଯ୍ୟ କରିବା ଲାଗି ସୁଦୀର୍ଘ ସମୟ ନେଇଥାଏ । ସ୍କ୍ରିପ୍ଟ ସମାପନ କରି ପାରିବ କି ନାହିଁ ଆପଣ ଦେଖିବାକୁ ଇଚ୍ଛା ପ୍ରକାଶ କରନ୍ତି କି, ନା ଠିକ୍ ଏହିପରି ଛାଡି ଦେବେ? +ସନ୍ଧାନ କରିବା ଲାଗି ଟାଇପ୍ କରନ୍ତୁ କିମ୍ବା ନାଭିଗେଟ୍ କରିବା ଲାଗି ଏକ URL ପ୍ରବେଶ କରନ୍ତୁ – ଠିକ୍ ଯେପରି ପ୍ରତ୍ୟେକ କାର୍ଯ୍ୟକରେ । +ବିବରଣୀ: +ଏହି ପୃଷ୍ଠାଟି ପୁନଃଲୋଡ୍ କରନ୍ତୁ +SSL 2.0 ବ୍ୟବହାର କରନ୍ତୁ +ପ୍ରବେଶ +ବିଲୋପ +ନୂତନ ଟ୍ୟାବରେ &ପ୍ରତିଛବି ଖୋଲନ୍ତୁ +ସଂସ୍କରଣ ସମ୍ଵନ୍ଧରେ +ନୂତନ &ୱିଣ୍ଡୋରେ ଫ୍ରେମ୍ ଖୋଲନ୍ତୁ +ଏହି ଉପାଦାନଗୁଡିକ ସହିତ ସମସ୍ୟାଗୁଡିକ ସମ୍ବନ୍ଧରେ ସବିଶେଷ ସୂଚନା ନିମନ୍ତେ, ପାଇଁ Google ଦର୍ଶନ କରନ୍ତୁ । +ସେମାନଙ୍କର ସାଇଟଗୁଡିକରେ ଆପଣ ଅଧିକାଂଶରେ ବାରଂବାରଂ ଉପଯୋଗ କରୁଥିବା ସେହି ସନ୍ଧାନ ବାକ୍ସଗୁଡିକ ଏହି ଠାରେ ପ୍ରତୀୟମାନ ହେବେ । +ଗ୍ରୀକ୍ +ଆପଣଙ୍କର କମ୍ପ୍ୟୁଟରରେ ନିମ୍ନୋକ୍ତ କୁକୀଗୁଡିକ ସଂଗୃହୀତ ହୋଇଛି: +କୌଣସି ନାକଚକରଣ ଯନ୍ତ୍ରକୌଶଳ ଖୋଜି ପାଇଲା ନାହିଁ । +&ପୂର୍ବବତ୍ +K +ଏହି ପୃଷ୍ଠାରେ ରହନ୍ତୁ +ବଗ୍ ପ୍ରକାର: +ଉ&ତ୍ସ ଦର୍ଶନ୍ କରନ୍ତୁ +ସାରାଶଂ +ଅଧିବେଶନସମୂହ +ଫାଇଲ୍ &ପାଥ୍ କପି କରନ୍ତୁ +ବିଫଳ ହୋଇଛି +ୱେବପୃଷ୍ଠାଗୁଡିକ ନିମନ୍ତେ ଡିଫଲ୍ଟ ଫଣ୍ଟ ଓ ଭାଷା ପରିବର୍ତ୍ତନ କରନ୍ତୁ । + +&ଫ୍ରେମ୍ ଉତ୍ସ ଦର୍ଶନ କରନ୍ତୁ +ପ୍ରକ୍ରିୟା ଶେଷ କରନ୍ତୁ + ଦ୍ଵାରା ପରୀକ୍ଷିତ +ୱେବ ପୃଷ୍ଠା, HTML କେବଳ\0*.htm\0 ୱେବ ପୃଷ୍ଠା, ଶେଷ\0*.htm +ଫିସିଙ୍ଗ୍ ସ୍କାମ ସମ୍ବନ୍ଧରେ ଅଧିକ ଶିକ୍ଷା କରନ୍ତୁ । +ପୃଷ୍ଠା ବିକୃତ ଦେଖାଯାଏ +ନାଭିଗେସନ୍ ସୁନିଶ୍ଚିତ କରନ୍ତୁ +ଯାଆନ୍ତୁ + ରୁ ବୁକମାର୍କ, ପାସୱାର୍ଡ ଏବଂ ଅନ୍ୟାନ୍ୟ ସେଟିଟିଂସମୂହ ଆମଦାନି କରନ୍ତୁ +ଅଧିବେଶନର ସମାପ୍ତି + - +ସେହିଠାରେ ବହୁତ ଗୁଡିଏ ପୁନଃନିର୍ଦ୍ଦେଶନାଗୁଡିକ ଥିଲା । +ଅଗ୍ରାଧିକାର ଭିତ୍ତିରେ ତାଲିକାକରି, ୱେବସାଇଟଗୁଡିକ ପଠନ କରିବା ଲାଗି ଆପଣ ଉପଯୋଗ କରିବା ଭାଷାଟି ଯୋଡନ୍ତୁ । କେବଳ ଆପଣ ଆବଶ୍ୟକ କରୁଥିବା ଗୋଟିକୁ ଯୋଡନ୍ତୁ, କାରଣ ଅନ୍ୟ ଭାଷାରେ ୱେବସାଇଟଗୁଡିକୁ ମୂର୍ତ୍ତିମାନ କରିବା ଲାଗି କେତେକ ବର୍ଣ୍ଣମାଳା ବ୍ୟବହାର ହୋଇ ପାରିବ । +ଫିସିଙ୍ଗ୍ ଚିହ୍ନଟ କରିଛି! +ଆପଣ ଅନୁରୋଧଟି ପ୍ରାରମ୍ଭ କଲେ ନାହିଁ, ଏହା ଆପଣଙ୍କ ସିଷ୍ଟମକୁ ଆକ୍ରମଣ କରିବାକୁ ଉଦ୍ଦ୍ୟମ କରିପାରେ ପ୍ରତିନିଧିତ୍ଵ କରିପାରେ । ଏହି ଅନୁରୋଧ ପ୍ରାରମ୍ଭ କରିବାକୁ ଆପଣ ଏକ ଯଥାର୍ଥ ପଦକ୍ଷେପ ନନେବା ପର୍ଯ୍ୟନ୍ତ, ଆପଣ ବାତିଲ୍ ଦବାଇବା ଆବଶ୍ୟକ କରନ୍ତି । +ସନ୍ଧାନ ଇଞ୍ଜିନ୍ ପରିବର୍ତ୍ତନ କରନ୍ତୁ + ସେକେଣ୍ଡ୍ +&ଖୋଲନ୍ତୁ +ସାଇଟର ମୂଳପୃଷ୍ଠାକୁ ଯାଆନ୍ତୁ: +ଆମଦାନି କରିବା ପୂର୍ବରୁ Firefox ବନ୍ଦ କରନ୍ତୁ +ଅନ୍ୟଏକ ଡିରେକ୍ଟୋରୀ ମନୋନୟନ କରନ୍ତୁ... +ଡିଫଲ୍ଟ ଏନକୋଡିଂ: + ଦିନ +Google Gears +JavaScript ସକ୍ଷମ କରନ୍ତୁ +ଫର୍ମ ପୁନଃଦାଖଲକରଣ ସୁନିଶ୍ଚିତ କରନ୍ତୁ + ଘଣ୍ଟା +ବର୍ତ୍ତମାନ ଅଦ୍ୟତନ କରନ୍ତୁ +ସମ୍ପାଦନ +ଶେଷ ସପ୍ତାହ +ଖୋଲନ୍ତୁ +ଏକମନଯୋଗୀ ପାଇଁ ପରିସଂଖ୍ୟନ + ଦିନ +ଏହି ପୃଷ୍ଠାଟି ତ୍ୟାଗ କରନ୍ତୁ +ସଂସ୍ଥାପିତ ପ୍ଲଗ୍-ଇନସ୍ + ଅବଶିଷ୍ଟ ସେକଣ୍ଡଗୁଡିକ +URL ଭିତରେ ସନ୍ନିବେଶ କରନ୍ତୁ ଯେଉଁଠି ସନ୍ଧାନ ସର୍ତ୍ତଗୁଡିକ ପ୍ରତୀୟମାନ ହେବା ଉଚିତ । +ନାମ: +ଡିଫଲ୍ଟ ବ୍ରାଉଜର: +Internet Explorer +ଏହି ଫ୍ରେମଟି ଅବରୋଧିତ ଥିଲା କାରଣ ଏହା କେତେକ ନିରାପତ୍ତାଜନକ ବିଷୟବସ୍ତୁ ଧାରଣକରେ । +ପ୍ରତ୍ୟେକ +ସଦ୍ୟ ପୃଷ୍ଠାଟିର ସ୍କ୍ରିନ୍ ସଟ୍ ପଠାନ୍ତୁ +ଦବାନ୍ତୁ +ଆପଣ ଯେଉଁ ପୃଷ୍ଠାଟି ଦେଖନ୍ତି ତାହା ଆପଣ ପ୍ରବିଷ୍ଟ କରିବା ବ୍ୟବହୃତ ସୂଚନା ଅଟେ । ସେହି ପୃଷ୍ଠାଟିକୁ ଫେରିବା ଦ୍ଵାରା ପୁନରାବୃତ୍ତି ଲାଗି ଆପଣ ରଖିଥିବା ଯେକୌଣସିଟି ନିଶ୍ଚିତରୂପେ ଘଟିପାରେ । ଆପଣ ଜାରି ରଖିବାକୁ ଚାହାଁନ୍ତି କି? +ଫିସିଂ ରିପୋର୍ଟ୍ ଖୋଲନ୍ତୁ +ନିମ୍ନୋକ୍ତ ପ୍ଲଗ-ଇନ୍ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇଯାଇଅଛି : +ଡିଫଲ୍ଟଗୁଡିକ ସହ ପୁନଃସେଟ୍ କରନ୍ତୁ +ବନ୍ଦ +ଏହିଠାରେ କେତେକ ପରାମର୍ଶ ରହିଛି: +<strong></strong> ରେ ୱେବସାଇଟ୍ ଗୋଟିକ <strong></strong> ରୁ ଉପାଦାନଗୁଡିକ ଧାରଣକରେ, ଯେଉଁଟି ନକଲି ନିମନ୍ତ୍ରଣକାରୀ ରୂପେ ପ୍ରତୀୟମାନ ହୁଏ- ସେହି ସଫ୍ଟୱେୟର୍ ଯାହା ଆପଣଙ୍କର କମ୍ପ୍ୟୁଟରକୁ କ୍ଷତି ପହୁଁଚାଇପାରେ କିମ୍ବା ଅନ୍ୟଥା ଆପଣଙ୍କ ବିନା ଅନୁମତିରେ ଚାଳନାକରେ । ନାମକୁ ମାତ୍ର ଏକ ସାଇଟ୍ ପରିଦର୍ଶନ କରିବା ଯାହା ନକଲି ଧାରଣ କରିଥାଏ ଆପଣଙ୍କର କମ୍ପ୍ୟୁଟରକୁ ସଂକ୍ରମଣ କରିପାରେ । +ବେନାମୀ +ସମ୍ପାଦନ... +ଆଖ୍ୟାବିହୀନ ୱେବପୃଷ୍ଠା +ସହାୟତା +ଖାଲି କରନ୍ତୁ +&ମୁଦ୍ରଣ କରନ୍ତୁ... +ପୁନଃ ଲୋଡ୍ କରନ୍ତୁ +ଯେକୌଣସି ପ୍ରକାରେ ବାତିଲ କରନ୍ତୁ +Baltic +ଏହି ପୃଷ୍ଠାଟିର ଏକ ପୁନଃନିର୍ଦ୍ଦେଶନା ଲୁପ୍ ରହିଛି । +ପାସୱାର୍ଡ ସଞ୍ଚୟ କରନ୍ତୁ +ଚିନୀୟ ପାରମ୍ପାରିକ +ଆଖ୍ୟାବିହୀନ ୱେବ୍ ପ୍ରତିଛବି +ଏହି କ୍ଷେତ୍ରରେ, ଆପଣଙ୍କ କମ୍ପ୍ୟୁଟର୍ ଯାହାକୁ ବିଶ୍ଵାସକରେ ସେହି ତୃତୀୟ ପକ୍ଷଙ୍କ ଦ୍ଵାରା ପ୍ରମାଣପତ୍ରଟି ପରୀକ୍ଷା-ନିରୀକ୍ଷା କରାଯାଇ ନାହିଁ । ଯେକେହି ଯେକୌଣସି ପ୍ରକାର ୱେବସାଇଟ୍ ପସନ୍ଦକରି ହେବାକୁ ଥିବା ପ୍ରମାଣପତ୍ର ଦାବୀକରଣ ଯେକେହିଜଣେ ସୃଷ୍ଟି କରିପାରିବେ, ଯେଉଁଥିପାଇଁ କି ଏକ ବିଶ୍ଵସ୍ଥ ତୃତୀୟ ପକ୍ଷଙ୍କ ଦ୍ଵାରା ନିଶ୍ଚିତରୂପେ କାହିଁକି ପରୀକ୍ଷା-ନିରୀକ୍ଷା କରାଯାଇଥାଏ । ସେହି ପରୀକ୍ଷଣ ବ୍ୟତୀତ, ପ୍ରମାଣପତ୍ରରେ ଥିବା ପରିଚୟ ସୂଚନା ଅର୍ଥହୀନ ଅଟେ । ପରୀକ୍ଷା-ନିରୀକ୍ଷା କରିବାକୁ ଏହା ସମ୍ଭବ ନୁହେଁ ଯେହେତୁ ଏକ ଆକ୍ରମଣକାରୀ ଯିଏ କି ନିଜର <strong></strong>ହେବାକୁ ଥିବା ପ୍ରମାଣପତ୍ର ଦାବୀକରଣ ସୃଷ୍ଟି କରିଥା'ନ୍ତି ତାଙ୍କ ପରିବର୍ତ୍ତରେ ଆପଣ <strong></strong> ସହିତ ଯୋଗାଯୋଗ କରୁଛନ୍ତି । ଆପଣ ଏହି ବିଷୟଟି ପ୍ରତି ପଛଘୂଞ୍ଚା ଦେବା ଉଚିତ ନୁହେଁ । +ରୋମାନିୟ +, ବାତିଲ ହେଲା +ପରିବର୍ତ୍ତନ... +କୁକୀ ସେଟିଂସମୂହ: + ସହ ନିରାପଦ ସଂଯୋଜନା +ଆପଣ ଏକ ଗୁପ୍ତ ୱିଣ୍ଡୋ ଖୋଲିଛନ୍ତି । ଏହି ୱିଣ୍ଡୋ ଭିତରେ ଆପଣ ଯେଉଁ ପୃଷ୍ଠାଗୁଡିକ ଖୋଲନ୍ତି ଆପଣଙ୍କର ଇତିବୃତ୍ତିରେ ପ୍ରତୀୟମାନ ହେବ ନାହିଁ । +&ବୁକମାର୍କ ସେଟିଂସମୂହ ଆମଦାନି କରନ୍ତୁ... +ଅଧିକ ଜାଣନ୍ତୁ + ମିନିଟ୍ +ସର୍ଭରର ସୁରକ୍ଷା ସାର୍ଟିଫିକେଟଟିରେ ତ୍ରୁଟିଗୁଡିଏ ରହିଛି! + ଅବଶିଷ୍ଟ ଦିନ +ଏକ ଅନୁରୋଧ ବିଫଳ ହେଲା କାରଣ ସର୍ଭରର ପ୍ରମାଣପତ୍ରଟି ଅବୈଧ ଥିଲା । +ଏହି ପୃଷ୍ଠାଟିରେ କେତେକ ଉପାଦାନ SSL ତ୍ରୁଟିଗୁଡିକ ସାଥିରେ ଏକ ସଂଯୋଜନା ଦେଇ ପୁନରୁଦ୍ଧାର କରାଯାଇଛି । +ପ୍ଲଗ୍-ଇନ୍ ନଷ୍ଟ କରନ୍ତୁ +ଉପକରଣ ଦଣ୍ଡିକା ଉପରେ ମୂଳପୃଷ୍ଠା ବଟନ୍ ଦେଖାନ୍ତୁ +ବାତିଲଯୋଗ୍ୟ ସର୍ଭର ସାର୍ଟିଫିକେଟ୍ ନିମନ୍ତେ ଯାଞ୍ଚ କରନ୍ତୁ +ସଞ୍ଚିତ ପାସୱାର୍ଡସମୂହ +ଉନ୍ନତ ବିକଳ୍ପଗୁଡିକ +ଏକ ଅଜ୍ଞାତ ତୃଟି ସଂଘଟିତ ହୋଇଅଛି । +ନୂତନ ସଂସ୍କରଣ ସଂସ୍ଥାପନା କରୁଛି... +&ନୂତନ ଟ୍ୟାବରେ ଲିଙ୍କ ଖୋଲନ୍ତୁ +ଲି&ଙ୍କ ଏହିଭାବେ ସଞ୍ଚୟ କରନ୍ତୁ... +&ପଛକୁ +ଅଚଳିତ +ମୂଳ ପୃଷ୍ଠାଟି ଖୋଲନ୍ତୁ + ଅବଶିଷ୍ଟ ଘଣ୍ଟା +ଗୋପନୀୟତା +&ଫ୍ରେମ୍ ତଥ୍ୟ ଦର୍ଶନ କରନ୍ତୁ +Shift+ +ବାହ୍ୟ ପ୍ରୋଟୋକଲ୍ ଅନୁରୋଧ +ପ୍ରଥମେ ଆପଣ ଏହି ସାଇଟକୁ ରେ ଦର୍ଶନ କରିଥିଲେ । +ଆଗକୁ ଯାଆନ୍ତୁ କୁ କ୍ଳିକ୍ କରନ୍ତୁ, ଇତିବୃତ୍ତି ଦେଖିବା ଲାଗି ଧରି ରଖନ୍ତୁ + ସେକେଣ୍ଡ୍ +ନିର୍ବାପନସମୂହ: +ଏହି ତ୍ରୁଟି ଉପରେ ଅଧିକ ସୂଚନା +ଇତିବୃତ୍ତି ସନ୍ଧାନ କରନ୍ତୁ + ସେକେଣ୍ଡ୍ +ଉପରକୁ ଚଳନ କରନ୍ତୁ +ପାଶ୍ଚାତ୍ୟ +ସର୍ଭରର ସାର୍ଟିଫିକେଟ ହାସଲ ହେଲା କି ନାହିଁ ଯାଞ୍ଚ କରିବାରେ ଅସମର୍ଥ । +ଲଗ୍ ଇନ୍ +ଡେଭେଲପର୍ ବିଲ୍ଡ +- +URL: +ଅଗ୍ରଗତି + ଅବଶିଷ୍ଟ ଦିନ +ପୃଷ୍ଠା ଯୋଡନ୍ତୁ... +ବୁକମାର୍କ +ଉପଯୋଗକର୍ତ୍ତା ନାମ: +ଅନୁପ୍ରୟୋଗ ଉନ୍ମୋଚନ କରନ୍ତୁ + ନାମକୁ ମୋର ଡିଫଲ୍ଟ ବ୍ରାଉଜର କରନ୍ତୁ + () +&ବିକଳ୍ପଗୁଡିକ +ନିରାପତ୍ତାକୁ ଫେରନ୍ତୁ +&ବାତିଲ୍ +ସର୍ଭର୍ ଗୋଟିକ ଖୋଜି ପାଇ ପାରିଲା ନାହିଁ । +ଗୁପ୍ତ ୱିଣ୍ଡୋରେ ଫ୍ରେମ୍ ଖୋଲନ୍ତୁ +ଯେପରିଭାବେହେଉ, ଏହି ପୃଷ୍ଠାଟି ଅନ୍ୟ ୱେବସାଇଟଗୁଡିକରୁ ଉତ୍ସଗୁଡିକୁ ଅନ୍ତର୍ଭୂକ୍ତକରେ ଯାହାର ପରିଚୟ ପରୀକ୍ଷା କରାଯାଇ ପାରିବ ନାହିଁ । +ଆପଣ <strong></strong>କୁ ପହଁଚିବା ଲାଗି ଉଦ୍ୟମକଲେ, କିନ୍ତୁ ସର୍ଭର୍ ଉପସ୍ଥାପନା କରିଥିବା ସେହି ପ୍ରମାଣପତ୍ରଟି ଏହାର ପ୍ରଦାୟକଙ୍କ ଦ୍ଵାରା ପ୍ରତ୍ୟାହାର କରି ନିଆଯାଇଛି । ଏହାର ଅର୍ଥ ହେଉଛି ଯେ ସର୍ଭର୍ ଗୋଟିକ ଉପସ୍ଥାପନା କରିଥିବା ନିରାପତ୍ତା ବିଶ୍ଵାସଜନକ ନିଦର୍ଶନଗୁଡିକ ସମ୍ପୂର୍ଣ୍ଣରୂପେ ଆସ୍ଥାଭାଜିତ ହେବା ଉଚିତ ନୁହେଁ । ଆପଣ ଜଣେ ଆକ୍ରମଣକାରୀଙ୍କ ସହିତ ଯୋଗଯୋଗ କରୁଥାଇ ପାରନ୍ତି । ଆପଣ ଅଗ୍ରଗତି କରିପାରିବେ ନାହିଁ । +ଅଜ୍ଞତ ସର୍ଭର୍ ସାର୍ଟିଫିକେଟ୍ ତ୍ରୁଟି +ପୃଷ୍ଠା ଆଖ୍ୟା: +ଡିଫଲ୍ଟ ସନ୍ଧାନ: +ସମସ୍ତ ବୁକମାର୍କ ଖୋଲନ୍ତୁ +ଡିଫଲ୍ଟ କରନ୍ତୁ +ସର୍ଭରର ସାର୍ଟିଫିକେଟ୍ ଏବେ ସୁଦ୍ଧା ବୈଧ ନୁହେଁ +ସୁରକ୍ଷା +ପୃଷ୍ଠାଟି ଉପରେ ସ୍କ୍ରିପ୍ଟ ଅତ୍ୟଧିକ ମେମୋରୀ ବ୍ୟବହୃତ କରିଛି । ସ୍କ୍ରିପ୍ଟ ପୁନର୍ବାର ସକ୍ଷମ କରିବା ଲାଗି ପୁନଃଲୋଡ୍ କରନ୍ତୁ । +Mozilla Firefox +ପଛକୁ +ପୁନଃ ସେଟ୍ କରନ୍ତୁ ନାହିଁ +ଆମଦାନି ସ୍ଥଗିତ କରନ୍ତୁ +ପ୍ରେରଣ ଅନୁରୋଧ... +ଅଜ୍ଞାତ ନାମ +ନାମ + [] +ଇସ! +&କ୍ଷୁଦ୍ରତର +ପ୍ରତିଛବି URL &କପି କରନ୍ତୁ +ଓକେ ବଟନ୍ +Serif ଫଣ୍ଟ: +ବୁକମାର୍କ୍ ସମ୍ପାଦନ କରନ୍ତୁ +ପରପଦ + - +ଡାଉନଲୋଡସମୂହ +ବିରତି +ନିର୍ଦ୍ଧିଷ୍ଟ-ମୋଟାଇ ଫଣ୍ଟ: +ID ପ୍ରକ୍ରିୟା କରନ୍ତୁ +ସର୍ବନିମ୍ନ କରନ୍ତୁ +&ସର୍ବଦା ଏହି ପ୍ରକାରର ଫାଇଲଗୁଡିକୁ ଖୋଲନ୍ତୁ +ଅଦ୍ୟତନଗୁଡିକ ପାଇଁ ଯାଞ୍ଚକରୁଛି... +ଲେ&ପନ କରନ୍ତୁ ଓ ଯାଆନ୍ତୁ +ଅପ୍ରତିକ୍ରିୟାଶୀଳ ସ୍କ୍ରିପ୍ଟ +ଅଫିସିଆଲ୍ ବିଲ୍ଡ +ଡାଉନଲୋଡିଂ ପରେ ସ୍ଵତଃସ୍ଫୂର୍ତ୍ତଭାବେ କେତେକ ନିର୍ଦ୍ଦିଷ୍ଟ ଫାଇଲ୍ ପ୍ରକାରକୁ ଖୋଲିବା ଲାଗି ଆପଣ ପସନ୍ଦ କରିଛନ୍ତି । ଆପଣ ସେଟିଂସମୂହକୁ ଖାଲି କରିପାରିବେ ଯଦ୍ଦ୍ଵାରା ଡାଉନଲୋଡ୍ ଫାଇଲଗୁଡିକ ସ୍ଵତଃସ୍ଫୂର୍ତ୍ତଭାବେ ଖୋଲି ହେବ ନାହିଁ । +ଦ୍ରୁତ ପ୍ରବେଶ ପାଇଁ, ବୁକମାର୍କ ଦଣ୍ଡିକାରେ ଆପଣଙ୍କ ବୁକମାର୍କସ୍ ସ୍ଥାନିତ କରନ୍ତୁ । +ବାମ ଧାର +(କୀ ଶବ୍ଦ: ) +JavaScript ଡିବଗର – ଚାଲୁ ଅଛି + \ No newline at end of file -- cgit v1.1