Google Chrome Windows Vista କିମ୍ଵା SP2 ସହ Windows XP କିମ୍ବା ଉଚ୍ଚତର ଆବଶ୍ୟକ କରେ । ଇଣ୍ଟର୍ନେଟ୍ ପ୍ରବେଶ କରନ୍ତୁ ଏହି ଉପଯୋଗକର୍ତ୍ତାଙ୍କ ପାଇଁ Google Chrome ପୂର୍ବରୁ ସଂସ୍ଥାପିତ ହୋଇଛି । ଯଦି ସଫ୍ଟୱେୟାର୍ କାର୍ଯ୍ୟ କରୁ ନାହିଁ, ଦୟାକରି Google Chrome ଅସଂସ୍ଥାପନ କରନ୍ତୁ ଏବଂ ଏହାକୁ ପୁନଃ ଡାଉନଲୋଡ୍ କରନ୍ତୁ । Google Chrome ସମ୍ବନ୍ଧରେ Google Chrome ଆରମ୍ଭ କରନ୍ତୁ Google Chrome ବର୍ତ୍ତମାନ ପସନ୍ଦିତାଗୁଡିକୁ/ବୁକମାର୍କଗୁଡିକୁ ଆମଦାନି କରୁଛି । Google Chrome ସଂସ୍ଥାପିତ ହୋଇନାହିଁ କିମ୍ଵା ଏହା ସଂସ୍ଥାପନ ଡିରେକ୍ଟୋରୀ ସନ୍ଧାନ କରିବାରେ ବିଫଳ ହୋଇଛି । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ । ସେବାର ସର୍ତ୍ତାବଳୀ ଅଧିକାଂଶରେ ଆପଣ ଉପଯୋଗ କରୁଥିବା ସେହି ୱେବସାଇଟଗୁଡିକୁ “ସର୍ବାଧିକ ପରିଦୃଷ୍ଟ” କ୍ଷେତ୍ରଟି ଦେଖାଏ । କିଛି ସମୟ ଲାଗି Google Chrome ଉପଯୋଗ କରିବା ପରେ, ଯେତେବେଳେ ମଧ୍ୟ ଆପଣ ଏକ ନୂତନ ଟ୍ୟାବ୍ ଖୋଲନ୍ତି ଆପଣଙ୍କର ସର୍ବାଧିକ ପରିଦୃଷ୍ଟ ସାଇଟଗୁଡିକୁ ଆପଣ ଦେଖିବାକୁ ପାଇବେ । ଆପଣ ପ୍ରାରମ୍ଭିତ ହେବାକୁ ଯାଉଥିବା ପୃଷ୍ଠା ଗୋଟିକ ଉପରେ ଏହା ତଥା ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡିକ ସମ୍ବନ୍ଧରେ ଆପଣ ଅଧିକ ଶିକ୍ଷା କରି ପାରିବେ । ଅଣନିର୍ଦ୍ଧିଷ୍ଟିତ ତ୍ରୁଟି ଯୋଗୁଁ ସଂସ୍ଥାପନ ବିଫଳ ହେଲା । ଯଦି Google Chrome ବର୍ତ୍ତମାନ ଚାଲୁଛି, ଦୟାକରି ଏହାକୁ ବନ୍ଦ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ । ସଂସ୍ଥାପକ ଅଭିଲେଖାଗାର ଅଣ ସଙ୍କୁଚିତ କରିବାରେ ବିଫଳ । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ । Google Chrome ସଂସ୍ଥାପନା ଡିରେକ୍ଟୋରୀ ବ୍ୟବହାରରେ ଥିବା ପରି ଜଣା ପଡୁଛି । ଦୟାକରି ଆପଣଙ୍କ କମ୍ପ୍ୟୁଟର ରିବୁଟ୍ କରନ୍ତୁ ଏବଂ ପୁନର୍ବାର ଚେଷ୍ଟା କରନ୍ତୁ । ସହାୟତା Google କୁ ବ୍ୟବହାର ରୀତି ପରିସଂଖ୍ୟାନ ଓ ସଂଘର୍ଷ ରିପୋର୍ଟଗୁଡିକ ସ୍ଵତଃସ୍ଫୂର୍ତ୍ତଭାବେ ପଠାଇ Google Chrome କୁ ଶ୍ରେୟସ୍କର କରେ Google Chrome ଲିଙ୍କଗୁଡିକ ପରିଚାଳନା କରିବା ଲାଗି ଏକ ବାହ୍ୟ ପ୍ରୟୋଗ ଉନ୍ମୋଚନ କରିବାକୁ ଆବଶ୍ୟକ କରେ । ଅନୁରୋଧ କରାଯାଇଥିବା ଲିଙ୍କ୍ ହେଉଛି Google Chrome ୱାଓ! Google Chrome ସଂଘର୍ଷ ହୋଇଅଛି । ବର୍ତ୍ତମାନ ପୁନଃ ଆରମ୍ଭ କରିବେ କି? Google Chrome ଏହି କାର୍ଯ୍ୟଗୁଡିକୁ କରିବ: Google Chrome ଅସଦାଚରଣ କରୁଛି Google Chrome ଅସଂସ୍ଥାପନ କରନ୍ତୁ - Google Chrome Google Chrome ଭାଷା: ଏହି ଅବସ୍ଥାନଗୁଡିକରେ Google Chrome ସର୍ଟକଟସ୍ ସୃଷ୍ଟି କରନ୍ତୁ: Google Chrome ଉପଯୁକ୍ତ ଭାବରେ ସଟ୍ଡାଉନ୍ କଲା ନାହିଁ । ଆପଣ ଖୋଲି ରଖିଥିବା ପୃଷ୍ଠାଗୁଡିକ ଖୋଲିବା ଲାଗି, ପୁନଃସଂରକ୍ଷଣ କ୍ଳିକ୍ କରନ୍ତୁ । Google Chrome ଅପ୍ରତିକ୍ରିୟାଶୀଳ ଅଟେ । ବର୍ତ୍ତମାନ ପୁନଃ ଆରମ୍ଭ କରିବେ କି? ସଂସ୍ଥାପକ ଏକ ଅସ୍ଥାୟୀ ଡିରେକ୍ଟୋରୀ ସୃଷ୍ଟି କରିପାରିବ ନାହିଁ । ଦୟାକରି ମୁକ୍ତ ଡିସ୍କ ସ୍ଥାନ ପାଇଁ ଯାଞ୍ଚ କରନ୍ତୁ ଏବଂ ସଂସ୍ଥାପନ ସଫ୍ଟୱେୟାରକୁ ଅନୁମତି କରନ୍ତୁ । ଆପଣ  ଠାରେ ପହଞ୍ଚିବା ଲାଗି ଉଦ୍ୟମ କଲେ, କିନ୍ତୁ ସର୍ଭର ଉପସ୍ଥାପନ କରିଥିବା ସେହି ପ୍ରମାଣପତ୍ରଟି ତ୍ରୁଟିଗୁଡିଏ ଧାରଣ କରେ । Google Chrome ତ୍ରୁଟି ପୂର୍ଣ୍ଣ ପ୍ରମାଣପତ୍ରକୁ ଉପଯୋଗ କରି ପାରିବ ନାହିଁ ତଥା ଯେଉଁଟିକୁ ଆପଣ ସଂଯୋଗ ହେବାକୁ ଉଦ୍ୟମ କରିଥିଲେ ଏହି ସାଇଟ୍ ଗୋଟିକର ପରିଚୟକରଣଟିକୁ ବୈଧତା କରିପାରିବ ନାହିଁ । ଆପଣଙ୍କର ସଂଯୋଜନା ନିରାପତ୍ତା ନୁହେଁ ତଥା ଆପଣ ଆଗକୁ ଯିବା ଉଚିତ ନୁହେଁ । ଆପଣଙ୍କର ପ୍ରୋଫାଇଲ୍ ବ୍ୟବହୃତ ହୋଇ ପାରିବ ନାହିଁ କାରଣ ଏହା Google Chrome ର ଏକ ନୂତନତର ସଂସ୍କରଣରୁ ଆଗତ ଅଟେ । \n\nକେତେକ ବୈଶିଷ୍ଟ୍ୟ ଅନୁପଲବ୍ଧ ଥାଇପାରେ । ଦୟାକରି ଏକ ଭିନ୍ନ ପ୍ରୋଫାଇଲ୍ ଡିରେକ୍ଟୋରୀ ସୂଚାନ୍ତୁ କିମ୍ବା Chrome ର ଏକ ନୂତନତର ସଂସ୍କରଣ ଉପଯୋଗ କରନ୍ତୁ । Chrome ଆପଣଙ୍କ ବ୍ରାଉଜିଂ ଡାଟା ମଧ୍ୟ ବିଲୋପ କରିବେ? Google Chrome ଉପକରଣ ଦଣ୍ଡିକା ଆପଣ  କୁ ପହଞ୍ଚିବା ଲାଗି ଉଦ୍ୟମକଲେ, ପରନ୍ତୁ ସର୍ଭର୍ ଯେଉଁ ପ୍ରମାଣପତ୍ର ଗୋଟିକୁ ଉପସ୍ଥାପନା କରିଛନ୍ତି ତାହା ବୈଧ ନୁହେଁ । ସାର୍ଟିଫିକେଟ୍ ବିଶ୍ଵସ୍ତ ହୋଇପାରିବ କି ନାହିଁ ସୂଚାଇବାକୁ କୌଣସି ସୂଚନା ଉପଲବ୍ଧ ନାହିଁ । Google Chrome ବିଶ୍ଵସ୍ଥ ସହକାରେ ପ୍ରତିଶୁତି ଦେଇ ପାରିବ ନାହିଁ ଯେ ଆପଣ  ସହିତ ଯୋଗାଯୋଗ କରୁଛନ୍ତି ଏବଂ ଏକ ଆକ୍ରମଣକାରୀଙ୍କ ସହିତ ନୁହେଁ । ଆପଣ ସୁନିଶ୍ଚିତ ହେବା ଉଚିତ ଯେ ଆପଣଙ୍କର କମ୍ପ୍ୟୁଟରରେ ଆପଣଙ୍କ ଘଡି ଓ ସମୟ ଅଞ୍ଚଳ ଉପଯୁକ୍ତଭାବେ ସେଟ୍ ହୋଇଛନ୍ତି । ଯଦି ସେଗୁଡିକ ହୋଇ ନ ଥା’ନ୍ତି, ଯେକୌଣସି ସଂପୃକ୍ତିଗୁଡିକୁ ଆପଣ ସଂଶୋଧନ କରିବା ଉଚିତ ଏବଂ ଏହି ପୃଷ୍ଠାଟିକୁ ସତେଜ କରନ୍ତୁ । ଯଦି ସେମାନେ ଉପଯୁକ୍ତ ଅଟନ୍ତି, ଆପଣ ଅଗ୍ରଗତି କରିବା ଉଚିତ ନୁହେଁ । ସିଷ୍ଟମ୍-ଲେବଲ୍ ସଂସ୍ଥାପନ ପାଇଁ ଆପଣଙ୍କ ପାଖରେ ଉପଯୁକ୍ତ ଅଧିକାର ନାହିଁ । ବ୍ୟବସ୍ଥାପକ ଭାବରେ ପୁନଃ ସଂସ୍ଥାପକ ଚଳାଇବାକୁ ଚେଷ୍ଟା କରନ୍ତୁ । Chromium ମୁକ୍ତ ଉତ୍ସ ପ୍ରୋଜେକ୍ଟ ଏବଂ ଅନ୍ୟ ମୁକ୍ତ ଉତ୍ସ ସଫ୍ଟୱେୟାର୍ ଦ୍ଵାରା Google Chrome ପ୍ରସ୍ତୁତ କରିବା ସମ୍ଭବ । ଆପଣଙ୍କ ସଂସ୍ଥାପନା ଶେଷ କରିବା ଲାଗି Google Chrome ପ୍ରସ୍ତୁତ ଅଟେ । Google Chrome ଏହାର ଡାଟା ଡିରେକ୍ଟୋରୀ କୁ ପଠନ ଓ ଲିଖନ କରିପାରିବ ନାହିଁ:\n\n ଆପଣ Google Chrome ଅଣସଂସ୍ଥାପନ କରିବାକୁ ଚାହୁଁଥିବା ନିଶ୍ଚିତ କି ? ଡିଫଲ୍ଟ ବ୍ରାଉଜର୍ ଭାବରେ Google Chrome ପ୍ରସ୍ତୁତ କରନ୍ତୁ ଏହି ପରିପ୍ରେକ୍ଷିରେ, ପ୍ରମାଣପତ୍ରଟିରେ ତାଲିକାଭୂକ୍ତ ଠିକଣାଟି ଆପଣଙ୍କର ବ୍ରାଉଜର୍ ଯିବା ଲାଗି ପ୍ରୟାସ କରୁଥିବା ସେହି ୱେବସାଇଟର ଠିକଣାଟି ସହ ମେଳକ ହେଉ ନାହିଁ । ଏଥି ସକାଶେ ଗୋଟିଏ ସମ୍ଭାବ୍ୟ କାରଣ ହେଉଛି ଯେ ଏକ ଆକ୍ରମଣକାରୀଙ୍କ ଦ୍ଵାରା ଆପଣଙ୍କର ଯୋଗାଯୋଗଗୁଡିକ ହସ୍ତକ୍ଷେପିତ କରାଯାଉଅଛି ଯିଏ କି ଅନ୍ୟ ଏକ ୱେବସାଇଟ୍ ଲାଗି ଏକ ପ୍ରମାଣପତ୍ର ଉପସ୍ଥାପନା କରୁଛନ୍ତି, ଯାହା ଏକ ଅମେଳକ ହେବାର କାରଣ ହୋଇପାରେ । ଅନ୍ୟ ଏକ ସମ୍ଭାବ୍ୟ କାରଣ ହେଉଛି ଯେ ପରିଦର୍ଶନ କରିବା ଲାଗି ଆପଣ ଉଦ୍ୟମ କରୁଥିବା ସେହି ଏକ ସାଇଟ୍ ଗୋଟିକ ସମେତ, ଏକାଧିକ ୱେବସାଇଟ୍ ପାଇଁ ସେହିଏକାପରି ପ୍ରମାଣପତ୍ରଟିକୁ ଫେରାଇବା ଲାଗି ସର୍ଭର୍ ଗୋଟିକ ସେଟ୍ ଅପ୍ ହୋଇଛି, ଯଦ୍ୟପି ସମସ୍ତ ୱେବସାଇଟଗୁଡିକ ନିମନ୍ତେ ସେହି ପ୍ରମାଣପତ୍ରଟି ବୈଧ ନୁହେଁ । ଦୃଢୀକରଣ ଲାଗି Google Chrome କହି ପାରେ ଯେ ଆପଣ  ରେ ଉପନୀତ, ପରନ୍ତୁ ଏହା ପରୀକ୍ଷା କରି ପାରିବ ନାହିଁ ଯେ ସେହିଏକାପରି ସାଇଟ୍ ଗୋଟିକ  ପରି ଅଟେ ଯେଉଁଠି ପହଁଚିବା ଲାଗି ଆପଣ ମନସ୍ଥ କରିଥା’ନ୍ତି । ଯଦି ଆପଣ ଆଗେଇଯା’ନ୍ତି, Chrome ପୁନର୍ବାର କୌଣସି ନାମ ଅମେଳକଗୁଡିକ ଲାଗି ଯାଞ୍ଚ କରିବ ନାହିଁ । ସାଧାରଣତଃ, ଏହି ବିଷୟଟିକୁ ପଛରେ ପକାଇ ଆଗେଇ ନ ଯିବା ସର୍ବୋତ୍କୃଷ୍ଟ ଅଟେ । ଅନ୍ୟ ସଂସ୍ଥାପିତ ଅନୁପ୍ରୟୋଗ ସହିତ ଏକ ଦ୍ଵନ୍ଦ ଚିହ୍ନଟ ହୋଇଛି । Google Chrome କୁ ସ୍ଵାଗତଂ Google Chrome Windows 2000 କୁ ସମର୍ଥନ କରେ ନାହିଁ । କେତେକ ବୈଶିଷ୍ଟ୍ୟଗୁଡିକ କାର୍ଯ୍ୟ କରୁ ନଥାଇ ପାରେ । Chrome ପ୍ରସ୍ଥାନ କରନ୍ତୁ ଇଣ୍ଟର୍ନେଟ୍ ବ୍ରାଉଜର୍ Google Chrome ସଂସ୍ଥାପିତ ହୋଇସାରିଛି ଏବଂ ଏହି କମ୍ପ୍ୟୁଟରର ସମସ୍ତ ଉପଯୋଗକର୍ତ୍ତାଗଣଙ୍କ ପାଇଁ ଉପଲବ୍ଧ ଅଛି । ଯଦି ଆପଣ ଉପଯୋଗକର୍ତ୍ତା ସ୍ତରରେ Google Chrome ସଂସ୍ଥାପନ କରିବାକୁ ଚାହୁଁଛନ୍ତି, ଆପଣ ନିଶ୍ଚିତ ଭାବରେ ବ୍ୟବସ୍ଥାପକଙ୍କ ଦ୍ଵାରା ସଂସ୍ଥାପିତ ହୋଇଥିବା ସିଷ୍ଟମ୍-ଲେବଲ୍ ସଂସ୍କରଣକୁ ପ୍ରଥମେ ଅସଂସ୍ଥାପନ କରିବାକୁ ପଡିବ । Google Chrome ଆପଣଙ୍କର ଡିଫଲ୍ଟ ବ୍ରାଉଜର୍ ନୁହେଁ | ଅଣନିର୍ଦ୍ଧିଷ୍ଟିତ ତ୍ରୁଟି ଯୋଗୁଁ ସଂସ୍ଥାପନ ବିଫଳ ହେଲା । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ । Google Chrome କୁ ସମର୍ଥନ କରେ ନାହିଁ । ଯେତେବେଳେ ଆପଣ Google Chrome ବିକଳ୍ପଗୁଡିକୁ ପୁନଃସେଟ୍ କରନ୍ତି ଆପଣ କରିଥିବା ଯେକୌଣସି ପରିବର୍ତ୍ତନଗୁଡିକ ଡିଫଲ୍ଟ ସେଟିଂଗୁଡିକୁ ଫେରିଯିବ । ଆପଣ Chrome ବିକଳ୍ପଗୁଡିକୁ ପୁନଃସେଟ୍ କରିବାକୁ ଚାହାନ୍ତି କି? ଏହି କମ୍ପ୍ୟୁଟରରେ ପୂର୍ବରୁ Google Chrome ର ଅଧିକ ବର୍ତ୍ତମାନର ସଂସ୍କରଣ ଅଛି । ଯଦି ସଫ୍ଟୱେୟାର୍ କାର୍ଯ୍ୟ କରୁ ନାହିଁ, ଦୟାକରି Google Chrome ଅସଂସ୍ଥାପନ କରନ୍ତୁ ଏବଂ ଏହାକୁ ପୁନଃ ଡାଉନଲୋଡ୍ କରନ୍ତୁ । ପାଇଁ Google Chrome ସଂସ୍ଥାପକ ଅଭିଲେଖାଗାର ଦୁଷିତ ବା ଅବୈଧ ହୋଇଛି । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ । ଦୁଃଖିତଭାବେ, ସେହି ବ୍ରାଉଜରଟି ଚାଲୁଥିବାବେଳେ ଆପଣଙ୍କର Mozilla Firefox ସେଟିଂସମୂହ ଉପଲବ୍ଧ ନ’ଥାନ୍ତି । ଉକ୍ତ ସେଟିଟିଂସମୂହକୁ Google Chrome କୁ ଆମଦାନି କରିବା ଲାଗି, ଆପଣଙ୍କର କାର୍ଯ୍ୟ ସଞ୍ଚୟ କରନ୍ତୁ ଏବଂ ସମସ୍ତ Firefox ୱିଣ୍ଡୋଗୁଡିକୁ ବନ୍ଦ କରନ୍ତୁ । ତା’ପରେ ଜାରି ରଖନ୍ତୁ କ୍ଳିକ୍ କରନ୍ତୁ । Google Chrome ଏହି ସିଷ୍ଟମରେ ଜଣେ ବ୍ୟବସ୍ଥାପକ Google Chrome ସଂସ୍ଥାପିତ କରିଛନ୍ତି ଏବଂ ଏହା ସମସ୍ତ ଉପଯୋଗକର୍ତ୍ତାଗଣଙ୍କ ପାଇଁ ଉପଲବ୍ଧ ଅଟେ । ସିଷ୍ଟମ୍-ଲେବଲ୍ Google Chrome ଆପଣଙ୍କର ଉପଯୋଗକର୍ତ୍ତା-ଲେବଲ୍ ବର୍ତ୍ତମାନ ସଂସ୍ଥାପନ ସ୍ଥାନାନ୍ତରିତ କରିବ । Google Inc. Google Chrome ମେନୁ, ସଂଳାପ ବାକ୍ସ ଏବଂ ଉପକରଣ ଆଭାସ ଗୁଡିକରେ ବ୍ୟବହୃତ ଭାଷାଟିକୁ ପରିବର୍ତ୍ତନ କରନ୍ତୁ । ଆପଣ  କୁ ପହୁଁଚିବା ଲାଗି ଉଦ୍ୟମକଲେ, କିନ୍ତୁ ସର୍ଭର ଏକ ନିର୍ବାପିତ ସାର୍ଟିଫିକେଟ୍ ଉପସ୍ଥାପନ କରିଛି । ସାର୍ଟିଫିକେଟ୍ ଗୋଟିକ ଏହାର ନିର୍ବାପନ କାଳରୁ ଆପୋଷ ନିଷ୍ପତ୍ତି ହୋଇଛି କି ନାହିଁ କୌଣସି ସୂଚନା ଉପଲବ୍ଧ ନାହିଁ । ଏହାର ଅର୍ଥ Google Chrome ପ୍ରତିଶୁତି ଦେଇ ପାରିବ ନାହିଁ ଯେ ଆପଣ  ସହିତ ଯୋଗାଯୋଗ କରୁଛନ୍ତି ତଥା ଏକ ଆକ୍ରମଣକାରୀଙ୍କ ସହିତ ନୁହେଁ । ଆପଣ ଅଗ୍ରଗତି କରିବା ଉଚିତ ନୁହେଁ । ଟାସ୍କ ପରିଚାଳକ - Google Chrome ବର୍ତ୍ତମାନ Google Chrome ରୁ ନିମ୍ନଲିଖିତ ଆଇଟମ୍ ଗୁଡିକୁ ଆମଦାନି କରୁଛି: ସଂସ୍ଥାପନ ସମୟରେ ଏକ ସଞ୍ଚାଳନ ସିଷ୍ଟମ୍ ତ୍ରୁଟି ସଂଘଠିତ ହୋଇଛି । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ । ଆପଣଙ୍କର ଡେସ୍କଟପ୍, ଦ୍ରୁତ ଉନ୍ମୋଚନ ଦଣ୍ଡିକା ଏବଂ ପ୍ରାରମ୍ଭ ମେନୁ ସହ Google Chrome ସର୍ଟକଟ୍ ଯୋଡନ୍ତୁ ଆପଣ  କୁ ପହୁଁଚିବା ଲାଗି ଉଦ୍ୟମକଲେ, କିନ୍ତୁ ଏକ ବ୍ୟକ୍ତିବିଶେଷଙ୍କ ଦ୍ଵାରା ଉପସ୍ଥାପିତ ସାର୍ଟିଫିକେଟ ଗୋଟିକ ଆପଣଙ୍କର କମ୍ପ୍ୟୁଟରର ଅପରେଟିଙ୍ଗ ସିଷ୍ଟମ ଦ୍ଵାରା ଆସ୍ଥାଭାଜିତ ହେଲା ନାହିଁ । ଏହାର ଅର୍ଥ ହୋଇପାରେ ଯେ ସର୍ଭର ଗୋଟିକ ଏହାର ନିଜର ସୁରକ୍ଷା ପରିଚୟ ପତ୍ର ଉତ୍ପନ୍ନ କରିଅଛି, ଯେଉଁଗୋଟିକୁ ପରିଚୟକରଣ ସୂଚନା ନିମନ୍ତେ Google ପ୍ରସାର କରି ପାରିବ ନାହିଁ, କିମ୍ବା ଆପଣଙ୍କର ଯୋଗାଯୋଗଗୁଡିକର ସମ୍ପର୍କ ଛିନ୍ନ କରିବାକୁ ଏକ ଆକ୍ରମଣକାରେ ପ୍ରୟାସ କରୁଥାଇ ପାରନ୍ତି । ଆପଣ ଆଗେଇବା ଉଚିତ ନୁହେଁ, ବିଶେଷଭାବରେ  ଯଦି ଆପଣ ଏହି ସାଇଟ୍ ନିମନ୍ତେ ଏହା ପୂର୍ବରୁ କେବେମଧ୍ୟ ଏହି ଚେତାବନୀ ଦେଖି ନ’ଥାନ୍ତି ।